Russia Ukraine War: ୟୁକ୍ରେନର ଋଷ ଉପରେ ସବୁଠାରୁ ବଡ ଡ୍ରୋନ ଆକ୍ରମଣ; ଜଳୁଛି ତୈଳ ଟର୍ମିନାଲ
ନୂଆଦିଲ୍ଲୀ: ୟୁକ୍ରେନ ଲଗାତାର ଦ୍ୱିତୀୟ ଦିନ ପାଇଁ ରୁଷ ଉପରେ ଏକ ବଡ଼ ଡ୍ରୋନ ଆକ୍ରମଣ କରିଛି। ଶନିବାର ରାତିରେ ୟୁକ୍ରେନୀୟ ସେନା ବ୍ଲାକ ସି ସ୍ଥିତ ରୁଷର ତୁଆପ୍ସେ ତୈଳ ଟର୍ମିନାଲ ଉପରେ ଏକ ବଡ଼ ଡ୍ରୋନ ଆକ୍ରମଣ କରିଥିଲା।
କୁହାଯାଉଛି ଯେ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ବନ୍ଦରର ଏକ ଅଂଶରେ…