Putin’s India visit: ଭୟରେ ପୁଟିନ୍!, କେଉଁବାଟେ ଆସିବେ ଭାରତ?
ନୂଆଦିଲ୍ଲୀ: ମୋଦିଙ୍କ କଥା ରଖି ଆସୁଛନ୍ତି ପୁଟିନ୍...ହେଲେ ଆସିବେ କେମିତି?...ଘାରିଲାଣି ବନ୍ଧା ହେବା ଭୟ...ଭାରତକୁ ଆସୁ ଆସୁ ବାଟରେ ବନ୍ଧା ହେବେନି ତ?...
୪ ବର୍ଷ ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସୁଛନ୍ତି। ସେ ଡିସେମ୍ବର ୪ ରୁ ୫ ତାରିଖ ପର୍ଯ୍ୟନ୍ତ ଭାରତ…