୫୦୫୦ବୋତଲ କଫ୍ ସିରପ୍ ଜବତ କଲା ପୋଲସ; ୬ ଅଭିଯୁକ୍ତ ଗିରଫ
ବରଗଡ଼:ବୁଧବାର ୫୦୫୦ବୋତଲ କଫ୍ ସିରପ୍ ଜବତ । ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ବରଗଡ଼ ଟାଉନ ଥାନା ପୋଲିସ ଗିରଫ କରିବା ସହ ଅନ୍ୟ ୨ ନାବାଳକଙ୍କୁ ଅଟକ ରଖିଛି। ସେମାନଙ୍କ ଠାରୁ ନଗଦ ୭୬ହଜାର ୭୦୦ ଟଙ୍କା, ୮ଟି ଗାଡି ଏବଂ ୭ଟି ମୋବାଇଲ ଜବତ ହୋଇଛି। ଏ ନେଇ ବରଗଡ଼ ଟାଉନ ଥାନା ପୋଲିସ…