Water Route Attack against India: ଲସ୍କର ଏବେ ଜଳପଥରେ ଆକ୍ରମଣ ପାଇଁ ହେଉଛି ପ୍ରସ୍ତୁତ; ହାଇଆଲର୍ଟରେ ସୁରକ୍ଷା…
ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନଗୁଡ଼ିକ ଭାରତ ବିରୁଦ୍ଧରେ ନିରନ୍ତର ଷଡ଼ଯନ୍ତ୍ର ରଚନା କରୁଛନ୍ତି। ଲସ୍କର କମାଣ୍ଡର ସୈଫୁଲ୍ଲା ପକ୍ଷରୁ ଏକ ବଡ଼ ବୟାନ ଆସିଛି । ଯେଉଁଥିରେ ପ୍ରକାଶ ପାଇଛି ଯେ ଲସ୍କର ଏବେ ଜଳପଥ ମାଧ୍ୟମରେ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ଲସ୍କର କମାଣ୍ଡର ସୈଫୁଲ୍ଲାର…