Latest Odisha News

BREAKING NEWS

ଆରମ୍ଭ ହେବ ବିଧାନସଭା ଅଧିବେଶନ, ଜାଣନ୍ତୁ କେଉଁ ରାସ୍ତା ଦେଇ ଯାତାୟାତ କରିବେ…

ଭୁବନେଶ୍ବର: ସପ୍ତଦଶ ବିଧାନସଭାର ପଞ୍ଚମ ଅଧିବେଶନ ଆସନ୍ତା ୨୭.୧୧.୨୦୨୫ ଠାରୁ ୩୧.୧୨.୨୦୨୫ ପର୍ଯ୍ୟନ୍ତ ହେବ। ବିଧାନସଭା ଚାଲୁଥିବା ସମୟରେ ଯାନବାହନ ଚଳାଚଳ ଓ ଜନସାଧାରଣଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ସଂଲଗ୍ନ ରାସ୍ତା ମାନଙ୍କରେ ଓଡିଶା ସହରାଞ୍ଚଳ ଆଇନ୍ ୨୦୦୩ର ଧାରା ୨୮…

ପେସ ଆଉ ସ୍ପିନ କିଛି ଖେଳି ପାରୁନି ଟିମ ଇଣ୍ଡିଆ, ଦକ୍ଷିଣ ଆଫ୍ରିକା ୩୧୪ ରନରେ ଅଗ୍ରଣୀ

ଗୌହାଟୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଟିମ ଇଣ୍ଡିଆ ଅସୁବିଧାରେ ପଡିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୩୧୪ ରନର ଅଗ୍ରଣୀ ହାସଲ କରି ନେଇଛି । ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ସ୍କୋର ୪୮୯ ରନ ଜବାବରେ ଭାରତ ୨୦୧ ରନ କରି ଅଲଆଉଟ ହୋଇଯାଇଥିଲା ।…

‘ଟେଲ୍ସ ଅଫ୍ କାମସୂତ୍ର ମହୋତ୍ସବ’ କ’ଣ ? ଗୋଆରେ କାହିଁକି କରାଯାଉଛି ବିରୋଧ

ପାଣଜୀ: ଗୋଆରେ ଆୟୋଜିତ ଟେଲ୍ସ ଅଫ୍ କାମସୂତ୍ର ମହୋତ୍ସବ ଏବେ ଦେଶବ୍ୟାପୀ ଆଲୋଚନାର ବିଷୟ ପାଲଟିଛି। ଏହି କାର୍ଯ୍ୟକ୍ରମ ବିରୋଧରେ ପ୍ରବଳ ବିରୋଧ କରାଯାଉଛି। ଏହି କାରଣରୁ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। ଅଭିଯୋଗ ହୋଇଥିଲା ଯେ ଏପରି କାର୍ଯ୍ୟକ୍ରମଗୁଡ଼ିକ ଯୌନ ପର୍ଯ୍ୟଟନକୁ ପ୍ରୋତ୍ସାହିତ…

ନିଖୋଜ ଥିଲେ ଆଇନଜୀବୀ, ପୋଖରୀରୁ କାର୍ ସହ ଗଳିତ ମୃତଦେହ ଉଦ୍ଧାର

ମୟୁରଭଞ୍ଜ: ନିଖୋଜ ଆଇନଜୀବୀଙ୍କ ମିଳିଲା ଗଳିତ ମୃତଦେହ । ଆଇନଜୀବୀ ଗୁଲେଶ ଚନ୍ଦ୍ର ଗୋଚ୍ଛାୟତ (୪୨)ଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ସେପ୍ଟେମ୍ବରରୁ ଘରୁ କୁଆଡେ ପଳାଇଥିଲେ । ନିଖୋଜ ଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକ । ଝାରପୋଖରୀଆ ଥାନା ଅର୍ନ୍ତଗତ ସିଲଫୋଡି…

ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଜୀବନରୁ ମାରିଦେବାକୁ ମିଳୁଛି ଧମକ: ଥାନାରେ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅଭିଯୋଗ

ଭଦ୍ରକ: ଭଣ୍ଡାରିପୋରୀ ପଞ୍ଚାୟତ ସମିତି ଅଧ୍ଯକ୍ଷା ସୁମତୀ ସେଠୀ ବିଜେପିରେ ଯୋଗ ଦେବାକୁ କିଛି ଦିନ ପୂର୍ବରୁ ଦରଖାସ୍ତ କରିଥିଲେ। କିନ୍ତୁ ଏହାପରେ ତାଙ୍କୁ ଧମକ ମିଳୁଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ବିଜେଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ ଭାରତୀୟ ଜନତା ପାର୍ଟିରେ…

ମୁଖ୍ୟମନ୍ତ୍ରୀ ‘ଆମ ପାଇଁ ମସିହା’; କାହିଁକି ଏଭଳି କହିଲେ ମହିଳା

ଭୁବନେଶ୍ୱର: ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ ପାଇଁ ଉଦ୍ୟମ କରିଛନ୍ତି ସେ। ଏଥିପାଇଁ ଦୀର୍ଘ ଦିନ ପରେ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପୁନଃସ୍ଥାପିତ କରିଛନ୍ତି। ଆଜି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି…

୬ ଦଶନ୍ଧିର ସଫଳ ନାୟକ ‘ଧର୍ମେନ୍ଦ୍ର’; ବିରୁ ଚରିତ୍ର ପାଇଁ ଅମର…

ମୁମ୍ବାଇ: ବଲିଉଡର ସବୁଠାରୁ ସଫଳ ଅଭିନେତାଙ୍କ ନାମ ଆସିଲେ ସେଥିରେ ଧର୍ମେନ୍ଦ୍ରଙ୍କ ନାମ ମଧ୍ୟ ଆସିଥାଏ। ୧୯୬୦ ମସିହା ରେ ଅଭିନୟ ଆରମ୍ଭ କରିଥିବା ଏହି ଅଭିନେତା ପଞ୍ଜାବର ଏକ ଗାଁରୁ ମୁମ୍ବାଇ ଆସି ନିଜ କ୍ୟାରିୟର ଆରମ୍ଭ କରିଥିଲେ ଓ ନିଜ ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟ ମଧ୍ୟ  ଜିତିଥିଲେ।…

ଧର୍ମେନ୍ଦ୍ରଙ୍କ ବ୍ୟକ୍ତିଗତ ଜୀବନରେ ବି ଘଟିଥିଲା ‘ଗଦର’ ଭଳି ପ୍ରେମ କାହାଣୀ.. ଜାଣନ୍ତୁ ସେହି…

ମୁମ୍ବାଇ: ଭାରତୀୟ ସିନେମାର ସବୁଠାରୁ ପ୍ରିୟ ଏବଂ ଦମଦାର ଅଭିନେତାମାନଙ୍କ ମଧ୍ୟରୁ ଜଣେ ଧର୍ମେନ୍ଦ୍ର। ତାଙ୍କର ଆଜି ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ତାଙ୍କୁ କିଛି ଦିନ ପୂର୍ବରୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…

Sambalpur Zoo: ସମ୍ବଲପୁର ଚିଡିଆଖାନାକୁ ଆସିବେ ଏହି ୪ ନୂଆ ଅତିଥି

ସମ୍ବଲପୁର: ସମ୍ବଲପୁର ଚିଡିଆଖାନାକୁ ଆସିବେ ୪ ମହାବଳ ବାଘ l ଏଥିପାଇଁ ପୂର୍ବରୁ ନ୍ୟାସନାଲ ଜୁ ଅଥରିଟି ଅନୁମତି ପ୍ରଦାନ କରିସାରିଛି l ମହାବଳ ବାଘଙ୍କ ପାଇଁ ନିର୍ମାଣ ହେବ ୧୫୦୦ ବର୍ଗମିଟରର ଟାଇଗର ଏନକ୍ଲୋଜର l ଦେଶର ଅନ୍ୟ ଚିଡିଆଖାନାରୁ ଏହି ୪ ମହାବଳ ବାଘ ଆସିବେ ବୋଲି ସୂଚନା ରହିଛି ।…

ବଲିଉଡର ଏହି ହିରୋଙ୍କୁ ବଞ୍ଚାଇବାକୁ ଅସଲି ଗୁଣ୍ଡାଙ୍କ ସହ ଫାଇଟ୍ କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ପରଲୋକରେ ବଲିଉଡର ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ର । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଇନଷ୍ଟାରେ ପୋଷ୍ଟ କରିବା ପରେ ଏହା ସ୍ପଷ୍ଟ ହୋଇଛି। ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପରେ ବଲିଉଡରେ ଶୋକର ଛାୟା…