Latest Odisha News

BREAKING NEWS

World Famous Dhanu yatra:ଆଜିଠୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା, କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ମଥୁରା ନଗରୀ

ବରଗଡ: ଆଜି ଠାରୁ ୧୧ ଦିନ ଧରି ଚାଲିବ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ବରଗଡ଼ ପାଲଟିବ ମଥୁରାନଗରୀ। ଚାଲିବ କଂସ ରାଜୁତି। ଆଜି ଉଦଘାଟିତ ହେବ ୭୮ତମ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏନେଇ ସାରା ବରଗଡ଼ ସହର ଏବେ ଚଳଚଂଚଳ ହୋଇଉଠିଥିବା ବେଳେ ମଥୁରା ଠାରୁ ଆରମ୍ଭ କରି ଗୋପପୁର…

Libyan Army Chief: ତୁର୍କୀରେ ବଡ଼ ବିମାନ ଦୁର୍ଘଟଣା; ଲିବିଆର ସେନାମୁଖ୍ୟଙ୍କ ସମେତ ୮ ମୃତ

ନୂଆଦିଲ୍ଲୀ:ତୁର୍କୀ(Turkey)ରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଏହି ବିମାନ ଦୁର୍ଘଟଣାରେ ଲିବିଆ ସେନାମୁଖ୍ୟ ମହମ୍ମଦ ଅଲ୍ଲି ଅହମଦ ଅଲ-ହଦାଦଙ୍କ(Muhammad Ali Ahmad al-Haddad) ସମେତ ଆଠ ଜଣଙ୍କ ମୃତ୍ୟୁ ହୋଇଛି । ଲିବିଆ ପ୍ରଧାନମନ୍ତ୍ରୀ ଅବଦୁଲ-ହାମିଦ ଦବିବେ (Libyan Prime Minister…

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା !୨ ଜଣଙ୍କୁ ଉଠାଇ ନେଇ ପଚରାଉଚରା

ଭଦ୍ରକ: ଚାନ୍ଦବାଲି ଥାନା ଅଞ୍ଚଳର ଘଞ୍ଚ ଜଙ୍ଗଲରେ ନାବାଳିକାର ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାରର ଅଭିଯୋଗ । ବାଲିଗାଁ ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିକଟରେ ଥିବା ଘଞ୍ଚ ବୁଦା ଭିତରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ନ୍ୟାୟ ଦାବି​‌ରେ ସ୍ଥାନୀୟ…

ଏସ୍‌ସିବିରେ ହେବ ୧୭ ମହଲା ପାର୍କିଂ, ରାଜ୍ୟର ୭ ମେଡିକାଲ କଲେଜ କ୍ୟାମ୍ପସରେ ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମ ଗୃହ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଏହି ବୈଠକରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି…

୧୬ ହଜାର ଫୁଟ ଉପରେ ବନିବ ସଡ଼କ, ବଢିବ ଚୀନର ଟେନସନ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚୀନ ସୀମା (ତିବ୍ଦତ ସୀମା) ପର୍ଯ୍ୟନ୍ତ ପହଞ୍ଚିବା ପାଇଁ କେନ୍ଦ୍ର ସରକାର ଏକ ସଡ଼କ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ଏହି ରାସ୍ତାରେ ଭାରତୀୟ ସୈନିକମାନଙ୍କୁ ଚାଲି ଚାଲି ପାଦରେ ପାଟ୍ରୋଲିଂ କରିବାକୁ ଅତି କମରେ ପାଞ୍ଚ ଦିନ ସମୟ ଲାଗେ। ତେବେ ୧୬,୧୩୪…

ମହାନଦୀ ଜଳ ବିବାଦ; ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମହାନଦୀ ଆନ୍ତଃରାଜ୍ୟ ଜଳ ସମସ୍ୟା ଉପରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଜଳସମ୍ପଦ ବିଭାଗର ରାଜୀବ୍ ଭବନରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ହୀରାକୁଦ ପ୍ରକଳ୍ପ,…

ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଚଢ଼ାଉ; ୬୨.୦୩ ଲକ୍ଷ ଟଙ୍କାର ବେଆଇନ ସାମଗ୍ରୀ ଜବତ

ଭୁବନେଶ୍ୱର: ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ତୃତୀୟ ଦିନ। ଅବକାରୀ ବିଭାଗ ପକ୍ଷରୁ ୨୧୧ଟି ମାମଲା ରୁଜୁ ହେବା ସହ ୬୨.୦୩ ଲକ୍ଷ ଟଙ୍କା ମୂଲ୍ୟର ବେଆଇନ ସାମଗ୍ରୀ ଜବତ ହୋଇଛି । ସୂଚନା ଅନୁସାରେ, ଏହି ଅଭିଯାନ ସମୟରେ ୧୩୬ ଜଣଙ୍କୁ ଗିରଫ କରାଯାଇଥିବା…

ଧାନକିଣା ପ୍ରସଙ୍ଗରେ କୃଷକଙ୍କୁ ନ୍ୟାୟ ନଦେଲେ ରାଜରାସ୍ତାକୁ ଓହ୍ଲାଇବୁ: ବିଜେଡି

ଭୁବନେଶ୍ୱର: କୃଷକ ଦିବସରେ ରାଜ୍ୟର କୃଷକଙ୍କ ସ୍ୱାର୍ଥ ପାଇଁ ସ୍ୱର ଉଠାଇଲା ବିଜେଡି । ଧାନ କିଣାକୁ ନେଇ ରାଜ୍ୟର ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଇନପୁଟ ସବସିଡି ବାବଦକୁ କୁଇଣ୍ଟାଲ ପିଛା ୮୦୦ ଟଙ୍କା…

କମାଲ କଲେ ଇଣ୍ଡୋନେସିଆର ବୋଲର, ଗୋଟିଏ ଓଭରରେ ନେଲେ ୫ ୱିକେଟ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଗେଡେ ପ୍ରିୟଦାନା ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ବୋଲର ଭାବେ ଗୋଟିଏ ଓଭରରେ ୫ଟି ୱିକେଟ ହାସଲ କରିଛନ୍ତି । କମ୍ବୋଡିଆ ଟିମ ବିପକ୍ଷରେ ସେ ଏହି ସଫଳତା ହାତେଇଛନ୍ତି । ୧୬୮ ରନର ଲକ୍ଷ୍ୟକୁ ପିଛା କରି କମ୍ବୋଡିଆ ୧୫ ଓଭରରେ ୫ ୱିକେଟ ବିନିମୟରେ ୧୦୬ ରନ କରିଥିଲା ।…

ବିନା କୌଣସି ପଞ୍ଜୀକରଣରେ ଚାଲିଥିଲା ଡାଇଗ୍ନୋଷ୍ଟିକ୍ ସେଣ୍ଟର,ସ୍ୱତନ୍ତ୍ର ଟିମର ଚଢାଉ

କଟକ: କଟକ ମଙ୍ଗଳାବାଗର କାଠଗୋଲା ଅଞ୍ଚଳରେ ଥିବା ବିଏସଆର ଡାଇଗ୍ନୋଷ୍ଟିକ୍ ସେଣ୍ଟର ଉପରେ ରାଜ୍ୟ ଓ କଟକ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ । ବିନା କାଗଜପତ୍ରରେ ଦୀର୍ଘଦିନ ହେବ ଚାଲି ଆସୁଥିବା ଅଭିଯୋଗ । ବେଆଇନ ଭାବେ ଅଲଟ୍ରାସାଉଣ୍ଡ କରାଯାଉଥିବା ଅଭିଯୋଗ ପରେ…