Latest Odisha News

BREAKING NEWS

ବ୍ରହ୍ମପୁରରେ ଯୁବକ ଓ ଯୁବତୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା; ୫ ଅଭିଯୁକ୍ତ ନାଁରେ ମାମଲା ରୁଜୁ

ବ୍ରହ୍ମପୁର: ବ୍ରହ୍ମପୁର ସହରର ଗିରିରୋଡ୍‌ ମୁଖ୍ୟ ରାସ୍ତାରେ ସ୍ବାମୀ ସ୍ତ୍ରୀଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ ଘଟଣା । ବର୍ତ୍ତମାନ ସୁଦ୍ଧା ଆକ୍ରମଣ ମାମଲାରେ ୫ ଜଣ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଥିବା କହିଛି ପୋଲିସ । ଏହା ସହ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ…

ସାର କଳାବଜାରୀ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ

ଭୁବନେଶ୍ୱର: ପୂର୍ବ ଭାରତର କୃଷି ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ଭୁବନେଶ୍ୱରଠାରେ ଆଜି 'ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ -୨୦୨୬' ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ୫ଟି ରାଜ୍ୟର କୃଷି ବିକାଶ ପାଇଁ ପ୍ରସ୍ତୁତ ହେବ ରୋଡ…

ଭାରତ ଆସିବେ ପୁଟିନ, ବ୍ରିକ୍ସରେ ଯୋଗଦେବେ…

ନୂଆଦିଲ୍ଲୀ: କ୍ରେମଲିନ୍ ପରାମର୍ଶଦାତା ୟୁରି ଉଷାକୋଭ୍ ଘୋଷଣା କରିଛନ୍ତି ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସେପ୍ଟେମ୍ବର ୧୨-୧୩ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ। ଦକ୍ଷିଣ ଆଫ୍ରିକାରେ ଥିବା ରୁଷ ଦୂତାବାସ X ରେ ଏହା ସ୍ପଷ୍ଟ କରିଛି। ବ୍ରିକ୍ସ…

ଭୋଟର ତାଲିକାରେ ନାମ ନଥିଲେ ହେବେ ଦେଶାନ୍ତର: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

କୋଲକାତା: ଆକ୍ସନ ମୋଡରେ ପଶ୍ଚିମବଙ୍ଗ ସରକାର। ଅବୈଧ ପ୍ରବାସୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ କହିଲେ ଡିକ୍ସେସନ ପରେ ହେଲା ଡିଲିସନ, ଏବେ ଡିପୋର୍ଟ କରିବାର ସମୟ। ପଶ୍ଚିମବଙ୍ଗରୁ ଅବୈଧ ପ୍ରବାସୀଙ୍କୁ ବାହାର କରିବାର ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ…

BJP MP’s Big Claim: “ରେଭନ୍ତ ରେଡ୍ଡି ପରବର୍ତ୍ତୀ ଶୁଭେନ୍ଦୁ ଅଧିକାରୀ…ବିଜେପିରେ…

ନୂଆଦିଲ୍ଲୀ: ବିଜେପି ସହ ହାତ ମିଳାଇପାରନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡି । ସାଜିପାରନ୍ତି ତେଲେଙ୍ଗାନାର ଶୁଭେନ୍ଦୁ ଅଧିକାରୀ । ଭାରତୀୟ ଜନତା ପାର୍ଟିର ସାଂସଦ ଧର୍ମପୁରୀ ଅରବିନ୍ଦ ସୋମବାର ଏହିପରି ଚମକାଇଲା ଦେଲା ଭଳି ବଡ ଦାବି କରିଛନ୍ତି। ନିଜାମାବାଦ ସାଂସଦ ଇଙ୍ଗିତ…

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ବକେୟା ଦରମା କରାଇଦେବାକୁ…

ମୟୂରଭଞ୍ଜ: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ମଙ୍ଗଳବାର ଦିନ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ଅନ୍ତର୍ଗତ ମିରିଗିନେଣ୍ଡି ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ପର୍ଶୁରାମ ନାଏକଙ୍କୁ ୧୮,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଗିରଫ କରିଛନ୍ତି। ଭିଜିଲାନ୍ସ…

Iran Plans Bounty For Trump, Netanyahu: ‘୫୬୦ କୋଟି ନିଅ…ଟ୍ରମ୍ପ-ନେତାନ୍ୟାହୁଙ୍କୁ ସଫା କରିଦିଅ…’

ନୂଆଦିଲ୍ଲୀ: ମୂଳୁ ମାରିଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି ଇରାନର ଯୋଜନା ଶୁଣିଲେ ଉଡିଯିବ ହୋସ ଟ୍ରମ୍ପ ଏବଂ ନେତାନ୍ୟାହୁଙ୍କୁ ମାରିବାକୁ ଦେଉଛି ସୁପାରୀ କିଲିଂ! ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଏବେ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିବା ପରି ମନେ ହେଉଛି।…

ବନ୍ଦ ହୋଇଥିବା ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କୁ ମିଳିବନି ସରକାରୀ ଫି’ ଲାଭ: ସୁପ୍ରିମକୋର୍ଟ

ଭୁବନେଶ୍ୱର: ଓଡ଼ିଶାର ବନ୍ଦ ହୋଇଥିବା ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ (SRMCH)ରୁ ଅନ୍ୟ ଘରୋଇ ମେଡିକାଲ୍ କଲେଜକୁ ସ୍ଥାନାନ୍ତରିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବଡ଼ ଝଟକା। ଏହି ମାମଲାରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ସେମାନେ ସରକାରୀ…

କୁକୁରପ୍ରେମୀଙ୍କ ପାଇଁ ବଡ଼ ଝଟକା: ସାର୍ବଜନୀନ ସ୍ଥାନରୁ ହଟିବେ ବୁଲା କୁକୁର

ନୂଆଦିଲ୍ଲୀ: ବୁଲା କୁକୁର ସମସ୍ୟା ସହିତ ଜଡିତ ବିଭିନ୍ନ ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସର୍ବସାଧାରଣ ସ୍ଥାନରୁ ହଟିବେ ବୁଲା କୁକୁର। ସୁପ୍ରିମକୋର୍ଟ କୁକୁର ପ୍ରେମୀଙ୍କ ଆବେଦନକୁ ଖାରଜ କରି ହସ୍ପିଟାଲ, ସ୍କୁଲ ଏବଂ ବସ୍ ଷ୍ଟେସନ ଭଳି ସାର୍ବଜନୀନ ସ୍ଥାନରୁ…

ସାମ୍ନାକୁ ଆସିଲା ଦେଶର ପ୍ରଥମ ବୁଲେଟ୍ ଟ୍ରେନର ପ୍ରଥମ ଝଲକ; କ’ଣ ରହିଛି ଏହାର ବିଶେଷତ୍ବ ?

ନୂଆଦିଲ୍ଲୀ: ନୂଆଦିଲ୍ଲୀର ରେଳ ମନ୍ତ୍ରଣାଳୟର ଗେଟ୍ ନମ୍ବର-୪ ରେ ଭାରତର ପ୍ରଥମ ବୁଲେଟ୍ ଟ୍ରେନର ଏକ ଫଟୋ ପ୍ରଦର୍ଶିତ ହୋଇଛି । ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ କରିଡରରେ ଚାଲିବାକୁ ଥିବା ଏହି ଟ୍ରେନର ଡିଜାଇନ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଜାପାନୀ ଶିଙ୍କାନସେନ୍…