ଜୋରାୱର ଟ୍ୟାଙ୍କରୁ ନାଗ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଶତ୍ରୁ ଦେଶର ଉଡେଇବ ହୋସ୍..
ନୂଆଦିଲ୍ଲୀ: ଭାରତ ନିରନ୍ତର ତାର ସାମରିକ କ୍ଷମତାକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରୁଛି । ଏହାକୁ ଦୃଷ୍ଟିରେ ରଖି, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ଜୋରାୱର ଟ୍ୟାଙ୍କ Nag-Mk-II କ୍ଷେପଣାସ୍ତ୍ର ସହିତ ତାର ପରାକ୍ରମ ପ୍ରଦର୍ଶନ କରିଛି । ବିଶେଷ କଥା…