ବିଶ୍ୱକୁ ପୁଣି ଚମକାଇବ ଡିଆରଡିଓ, ଏହି ବର୍ଷ ଉଡାଣ ଭରିବାକୁ ଯାଉଛି LCA Mk-2, ଅଧ୍ୟକ୍ଷ କହିଲେ…
ନୂଆଦିଲ୍ଲୀ: ଭାରତ ରାଫେଲ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ ସ୍ୱଦେଶୀ ଯୁଦ୍ଧ ବିମାନ, ତେଜସ୍ ମାର୍କ-୨, ଏହାର ପ୍ରଥମ ଉଡ଼ାଣ ଆରମ୍ଭ କରିବାକୁ ଯାଉଛି। ଏନେଇ ତାରିଖ ଘୋଷଣା କରାଯାଇଛି। ଡିଆରଡିଓ ଅଧ୍ୟକ୍ଷ 'ରକ୍ଷା ସୂତ୍ର' ପୋଡକାଷ୍ଟରେ ତେଜସ୍ ମାର୍କ-୨ର ବିକାଶ ଉପରେ ଏକ ପ୍ରମୁଖ…