Latest Odisha News

ଦୁର୍ନୀତି ମାମଲାରେ ଦୋଷୀ ସ୍ୟବସ୍ତ ହେଲେ ମିଳିବନି ପେନ୍‌ସନ୍‌: ହାଇକୋର୍ଟ

କଟକ: ଦୁର୍ନୀତିଖୋରଙ୍କୁ ନିସ୍ତାର ନାହିଁ। ଆସିଲା ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ଏଣିକି ଦୁର୍ନୀତି ମାମଲାରେ ଭିଜିଲାନ୍ସ ଅଦାଲତଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହେଲେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳିବନି ପେନ୍‌ସନ୍‌। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପ୍ରୋଭିଜନାଲ୍‌…

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଦେଶରୁ ପ୍ରତ୍ୟାହାର…

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର ଦିନ ସମଗ୍ର ଦେଶରୁ ପ୍ରତ୍ୟାହାର ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି। ସେହି ସମୟରେ ଉତ୍ତର-ପୂର୍ବ ମୌସୁମୀ ତାମିଲନାଡୁ, ପୁଡୁଚେରୀ ଏବଂ କରିକାଲ, ଉପକୂଳ ଆନ୍ଧ୍ର ପ୍ରଦେଶ, ରାୟଲସୀମା, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ…

Pakistan Accuses India : ଭାରତ ପଛରେ ହାତ ଧୋଇ ପଡିଛି ପାକିସ୍ତାନ, କହିଲା, ‘ଭାରତ ପାଇଁ ପ୍ରକ୍ସି ଯୁଦ୍ଧ ଲଢୁଛି…

ନୂଆଦିଲ୍ଲୀ: ଭାରତ ପିଛା ଛାଡୁନି ପାକିସ୍ତାନ...ଖାଲି ବିଷ ଓଗାରୁଛି...ଆଫଗାନିସ୍ତାନ ସହ ଯୁଦ୍ଧରେ ନେଲା ଭାରତ ନାମ...କହିଲା, ‘ଭାରତର ପ୍ରକ୍ସି ତାଲିବାନ୍, ଭାରତର ଇସାରାରେ ପାକିସ୍ତାନ ଉପରେ କରୁଛି ଆକ୍ରମଣ’... ଗତ ସପ୍ତାହ ମଧ୍ୟରେ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଭୟଙ୍କର ସଂଘର୍ଷ…

ବିଜେଡିକୁ ଶକ୍ତ ଝଟ୍‌କା, ପଦ୍ମ ଧରିଲେ ଲମ୍ବୋଦର

ଭୁବନେଶ୍ୱର: ନୂଆପଡ଼ା ରାଜନୀତିରେ ବିଜେଡିକୁ ଶକ୍ତ ଏକ ଝଟ୍‌କା । ବିଜେଡ଼ି ଛାଡି ବିଜେପିରେ ମିଶିଛନ୍ତି ବିଜେଡ଼ିର ବରିଷ୍ଠ ନେତା ଲମ୍ବୋଦର ନିଆଲ । କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ଟିକେଟ୍‌ରେ ଲଢ଼ିଥିଲେ । ପୂର୍ବରୁ ଜୟ ଢୋଲକିଆ ଓ ଲମ୍ବୋଦର ନିଆଲଙ୍କ ରୁଦ୍ଧଦ୍ୱାର ବୈଠକ ହୋଇଥିଲା ।…

Green Crackers: ସବୁଜ ବାଣ କ’ଣ?, ଯାହାକୁ ସୁପ୍ରିମକୋର୍ଟ ଫୁଟାଇବାକୁ ଦେଇଛନ୍ତି ଅନୁମତି…ପରିବେଶ ପ୍ରଦୂଷଣକୁ କିପରି…

ନୂଆଦିଲ୍ଲୀ: ଦୀପାବଳି ପାଖେଇ ଆସିଛି। ସମସ୍ତେ ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏହା ଏକ ପର୍ବ ଯାହାକୁ ବାଣର ଶବ୍ଦ ବିନା ଅପୂର୍ଣ୍ଣ ବୋଲି ମନେ କରାଯାଏ। ହେଲେ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ଯୋଗୁଁ, ବାଣ ଫୁଟାଇବା ଉପରେ କିଛି କଟକଣା ରହିଛି। ଯାହାକୁ ନେଇ ସେଠିକା ବାସିନ୍ଦା…

SI ପରୀକ୍ଷା କେଳେଙ୍କାରୀ ଘଟଣାରେ ଡିଜିପିଙ୍କ ବଡ଼ ସୂଚନା: ସବୁ ଅଭିଯୁକ୍ତଙ୍କୁ ଗିରଫ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ପୋଲିସ SI ପରୀକ୍ଷା କେଳେଙ୍କାରୀ ଘଟଣାରେ ଡିଜିପିଙ୍କ ବଡ଼ ସୂଚନା ଦେଇଛନ୍ତି । ପୋଲିସ ଏସ୍‌ଆଇ ପରୀକ୍ଷା ବିଭ୍ରାଟ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ । ପୂର୍ବରୁ ପରୀକ୍ଷା ତ୍ରୁଟିଶୂନ୍ୟ ଏବଂ ଦୁର୍ନୀତି ମୁକ୍ତ କରିବା ପାଇଁ ଆମେ ବ୍ୟବସ୍ଥା…

ଦୀପାବଳି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର: ଦୀପାବଳି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦୀପାବଳି ପର୍ବ ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୫ ପ୍ରତିଶତରୁ…

Ex-US envoy Rahm Emanuel: ‘ପାକିସ୍ତାନୀ ଟଙ୍କା, ନୋବେଲ୍ ଲୋଭ, ଭାରତ ସହ ସମ୍ପର୍କ ବିଗାଡିଲେ…

ନୂଆଦିଲ୍ଲୀ: ‘ଅହଂକାରୀ ଡୋନାଲ୍ଡ ଟ୍ରମ୍ପ...ଭାରତ ସହିତ ସମ୍ପର୍କକୁ ନଷ୍ଟ କରିଛନ୍ତି...ପାକିସ୍ତାନୀ ଟଙ୍କା ଲୋଭରେ ଭାରତର ସହ ସମ୍ପର୍କ ବିଗାଡିଛନ୍ତି ଟ୍ରମ୍ପ...ନୋବେଲ୍ ପାଇଁ ୪୦ ବର୍ଷର କଠିନ ପରିଶ୍ରମକୁ ନଷ୍ଟ କରିଛନ୍ତି’ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୁଦ୍ଧରେ…

ଜନ୍ମଦିନରେ ନବୀନ ପଟ୍ଟନାୟକଙ୍କ ପଦଯାତ୍ରା: ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ବର: ଆଜି ବର୍ତ୍ତମାନର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୯ ବର୍ଷରେ ପାଦ ଥାପିଛନ୍ତି ନବୀନ। ସ୍ବର୍ଗତ ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ରାଜ୍ୟ ଇତିହାସର ଏକ ଅନନ୍ୟ ଛବି। ନବୀନଙ୍କ ଜନ୍ମଦିନରେ…