Surrender: ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ; ଅନ୍ୟମାନଙ୍କୁ ସରେଣ୍ଡର ପାଇଁ ପୋଲିସର ଅନୁରୋଧ
ରାଞ୍ଚି:ଲାତେହାର ପୋଲିସ ନିକଟରେ JJMP ସଂଗଠନର ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ଦୁଇ ମାଓବାଦୀଙ୍କ ମୁଣ୍ଡରେ ଥିଲା ୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର । ୨ ହାର୍ଡକୋର ମାଓବାଦୀ ହେଲେ ଅବଧେଶ ଲୋହାର ଓ ବ୍ରଜେଶ ଯାଦବ ।
ପାଲାମୁ ଆଇଜି ଶୈଳେନ୍ଦ୍ର କୁମାର ସିହ୍ନା, ଲାତେହାର ଏସପି…