Latest Odisha News

BREAKING NEWS

ରାଜ୍ୟରେ ଗତ ୭ ବର୍ଷ ଭିତରେ ନିଖୋଜ ହୋଇଛନ୍ତି ୨୫ ହଜାରରୁ ଅଧିକ ଶିଶୁ, ସର୍ବାଧିକ ରହିଛନ୍ତି ନାବାଳିକା…

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଛି ଶିଶୁ ନିଖୋଜ ସଂଖ୍ୟା । ଗତ ୭ ବର୍ଷରେ କେତେ ଶିଶୁ ନିଖୋଜ ହୋଇଛନ୍ତି ସେନେଇ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ଗତ ୭ ବର୍ଷ ଭିତରେ ରାଜ୍ୟରେ ୨୫ ହଜାର ୪୩୮ ଜଣ ଶିଶୁ ନିଖୋଜ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ନାବାଳିକା ଅଛନ୍ତି ।…

ବିଜୟ ହଜାରେ ଟ୍ରଫି: ଚିନ୍ନାସ୍ୱାମୀରେ ଖେଳାଯିବନି ବେଙ୍ଗାଲୁର ମ୍ୟାଚ

ବେଙ୍ଗାଲୁର: ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ହଜାରେ ଟ୍ରଫିର କୌଣସି ମ୍ୟାଚ ଖେଳା ଯିବନି । ଫଳରେ ଏଠାରେ ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିବା ପାଇଁ ଅପେକ୍ଷା କରିଥିବା ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିଛି । ଏବେ ସମସ୍ତ ମ୍ୟାଚ ବେଙ୍ଗାଲୁରର ସେଂଟର ଅଫ ଏକ୍ସିଲେନ୍ସିରେ ଖେଳାଯିବ ।…

ଏଠି ସ୍ୱାଧୀନତା କଥା ଛାଡିଦିଅନ୍ତୁ, ବଞ୍ଚି ରହିବା ବି କଷ୍ଟକର… ବାଂଲାଦେଶରେ ସାମ୍ବାଦିକମାନେ ପ୍ରକାଶ କଲେ ଯନ୍ତ୍ରଣା

ଢାକା: ବାଂଲାଦେଶର ପ୍ରମୁଖ ଖବରକାଗଜର ସମ୍ପାଦକମାନେ କହିଛନ୍ତି ଯେ ଦେଶର ଗଣମାଧ୍ୟମ ବଞ୍ଚିବା ପାଇଁ ଲଢ଼ୁଛି, ଏବଂ ସାମ୍ବାଦିକଙ୍କ ଜୀବନ ବଞ୍ଚିବାର ଅଧିକାର ଏବେ ଅଭିବ୍ୟକ୍ତିର ସ୍ୱାଧୀନତା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଢାକାରେ ପ୍ରଥମ ଆଲୋ ଏବଂ ଦି ଡେଲି ଷ୍ଟାର କାର୍ଯ୍ୟାଳୟ ଉପରେ ଏକ…

୧୪ କୋଟି ଠକେଇ ଅଭିଯୋଗ; ବିଳାସପୂର୍ଣ୍ଣ କାର, ଦାମୀ ସାମଗ୍ରୀ ଜବତ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଅଧିକାରୀଙ୍କ ପରିଚୟ ନେଇ ଏକ ବଡ଼ ଧରଣର ଠକେଇ ରାକେଟର ପର୍ଦ୍ଦାଫାଶ। ଏହି ଘଟଣାରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଗିରଫ ଅଭିଯୁକ୍ତଙ୍କ ବିଳାସପୂର୍ଣ୍ଣ କାର, ଉଚ୍ଚମାନର ମୋବାଇଲ୍ ଫୋନ୍ ଏବଂ ବୃତ୍ତିଗତ ଉପକରଣ ସମେତ ବିଭିନ୍ନ…

ଟ୍ରେନ ଶୌଚାଳୟ ପାଖରେ ଯାତ୍ରା ପ୍ରସଙ୍ଗ: ଖେଳାଳିଙ୍କୁ ଅଣଦେଖାର ତଦନ୍ତ ହେବ

ଭୁବନେଶ୍ବର: ଟ୍ରେନର ଶୌଚାଳୟ ପାଖରେ ବସି ଓଡ଼ିଶାର କୁସ୍ତି ଖେଳାଳି ଉତ୍ତରପ୍ରଦେଶ ଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାର ସତ୍ୟାସତ୍ୟ ଉପରେ ସରକାର ଅନୁଧ୍ୟାନ କରିବେ।…

ଧୂରନ୍ଧର ଦ୍ୱିତୀୟ ପାର୍ଟରେ ହେବ ଆହୁରି ଧମାକା, ଖୁଲାସା କଲେ ଅଭିନେତା

ମୁମ୍ବାଇ: ଧୂରନ୍ଧର ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିବାରେ ଲାଗିଛି । ଏପରିକି ଏହାର ପ୍ରତ୍ୟେକ ସିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଥମ ପାର୍ଟର ଜ୍ୱର ପ୍ରଶଂସକଙ୍କ ମନରୁ ବାହାରୁ ନ ଥିବା ବେଳେ ଏବେ ଏହାର ଦ୍ୱିତୀୟ ପାର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର…

Puri Drowning Rescue: ଟଳିଗଲା ବଡ ଅଘଟଣ …ବୁଡ଼ି ଯାଉଥିବା ୪ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ: ପୁରୀକୁ ପର୍ଯ୍ୟଟକଙ୍କ ଛୁଟୁଛି ସୁଅ । ମହାପ୍ରଭୁଙ୍କ ଦର୍ଶନ ସହ ସମୁଦ୍ରରେ ସ୍ନାନ କରିଛନ୍ତି । ତେବେ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ପର୍ଯ୍ୟଟକ । ଚୈତନ୍ୟ ଛକ ସମ୍ମୁଖ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ।ସମୁଦ୍ର ଭିତରକୁ ଲମ୍ଫ ଦେଇ ୪ ପର୍ଯ୍ୟଟକଙ୍କୁ ଉଦ୍ଧାର…

ଚୀନ ଭିସା ଦୁର୍ନୀତି ମାମଲାରେ କାର୍ତ୍ତି ଚିଦାମ୍ବରମଙ୍କୁ ଝଟକା

ନୂଆଦିଲ୍ଲୀ: ଚୀନ ଭିସା ଦୁର୍ନୀତି ମାମଲାକୁ ନେଇ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍‌ଙ୍କ ବିରୋଧରେ ଶୁଣାଣି କରିଛନ୍ତି। ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଚାରପତି ପ୍ରମାଣକୁ ଦୃଷ୍ଟିରେ ରଖି କାର୍ତ୍ତି ଚିଦାମ୍ବରମ୍‌, ତାଙ୍କ…

ପୋଲିସ ଖୋଲିବ ହ୍ୟୁମାନ ମୃତ୍ୟୁ ରହସ୍ୟ, ଚିନ୍ତାରେ ୯ ଜଣ

ଭୁବନେଶ୍ୱର: ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଥିବା ବିବାଦ ଏବେ ବି କମିନି। ମା ଶେଫାଳୀ ସୁନା ଏତଲା ଦେବା ପରେ କଟକ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ମୋଟ ୯ଜଣଙ୍କ ନାଁରେ ଏତଲା ଦେଇଛନ୍ତି ଶେଫାଳୀ ସୁନା, ଆଉ ସେହି ଏତଲାକୁ ଭିତ୍ତି କରି ତଦନ୍ତ ହେବ ବୋଲି ସେ…

ଆହୁରି ସହଜ ହେବ ସ୍ବାସ୍ଥ୍ୟସେବା; ୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଯୋଡି ହେଲା ଆଉ ଏକ ନୂତନ ଅଧ୍ୟାୟ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମ ଠାରେ ପ୍ରଥମ ପର୍ଯ୍ୟାୟରେ ୧୫୦ ଗୋଟି ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି । ସୂଚନାଯୋଗ୍ୟଯେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ…