ଇନଷ୍ଟାଗ୍ରାମ୍ ଓ ଫେସବୁକ୍ ଡାଉନ୍, କ୍ଷୋଭ ପ୍ରକାଶ କଲେ ୟୁଜର୍ସ
ନୂଆଦିଲ୍ଲୀ: ୧୯ ଜୁଲାଇ, ରବିବାର ଦିନ ହଠାତ୍ ଇନଷ୍ଟାଗ୍ରାମ୍ ଓ ଫେସବୁକ୍ ଡାଉନ୍ ହୋଇଯାଇଛି।
ଯାହା ଫଳରେ ଏହି ଆପ୍ ବ୍ୟବହାର କରୁଥିବା ହଜାର ହଜାର ୟୁଜର୍ସ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।ୟୁଜର୍ସମାନେ ଫେସବୁକ୍ରେ ଲଗ୍ଇନ୍ କରିବାକୁ ଚେଷ୍ଟା କଲେ ସମସ୍ତଙ୍କୁ ପ୍ରାୟ ଏକାଭଳି ବାର୍ତ୍ତା…