Illegal Cough Syrup: ବଡ଼ ଧରଣର କଫ୍ ସିରପ୍ ରାକେଟର ପର୍ଦ୍ଦାଫାସ; ୨୦ ଗିରଫ
ସମ୍ବଲପୁର: ବଡ଼ ଧରଣର କଫ୍ ସିରପ୍ ରାକେଟର ପର୍ଦ୍ଦାଫାସ। ୫ ହଜାର ଶହେ ବୋତଲ କଫ୍ ସିରପ ଜବତ କଲା ବରେଇପାଲି ପୋଲିସ। କଟକରୁ ସମ୍ବଲପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ଚାଲାଣକାରୀ। ଘଟଣାରେ ୨୦ ଅଭିଯୁକ୍ତ ଗିରଫ। ଗୋଟିଏ କାର୍ ଓ ପିକଅପ୍ ଭ୍ୟାନ୍ରେ ଚାଲାଣ ହେଉଥିଲା। ପାର୍ବଣ ଋତୁରେ…