ସଂସଦ ଓ ବିଧାନସଭାରେ ୩୩% ସଂରକ୍ଷଣ; ବିଳମ୍ୱ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ: ସଂସଦୀୟ ଏବଂ ବିଧାନସଭା ନିର୍ବାଚନରେ ମହିଳାଙ୍କ ସଂରକ୍ଷଣକୁ ନେଇ ସେପ୍ଟେମ୍ବର ୨୦୨୩ରେ ଏକ ସଂଶୋଧିତ ଆଇନ ସଂସଦ ଦ୍ଵାରା ଗୃହୀତ ହେବା ପରେ ଏକ ନୂତନ ଧାରା ୩୩୪ଏ ଏଥିରେ ଯୋଡା ଯାଇଥିଲା।
ଏହି ନୂତନ ଧାରା ଅନୁଯାୟୀ ନୂତନ ଜନଗଣନା ଓ ସିଟ୍ ସୀମା ନିର୍ଦ୍ଧାରଣ ସମାପ୍ତ ହେବା ପରେ…