ପିମ୍ପୁଡ଼ି ପାଇଁ ଜୀବନ ହାରିଲେ, ସୁଇସାଇଡ୍ ନୋଟରେ ଲେଖିଲେ ଏମିତି…
ନୂଆଦିଲ୍ଲୀ: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଜଣେ ୩୫ ବର୍ଷୀୟା ମହିଳା ପିମ୍ପୁଡ଼ି ଭୟରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ପୋଲିସ ଅନୁଯାୟୀ, ଏହି ଘଟଣା ନଭେମ୍ବର ୪, ୨୦୨୫ରେ ଘଟିଥିଲା। ମୃତ ମହିଳା ଜଣକ ୨୦୨୨ରେ ବିବାହ କରିଥିଲେ ଏବଂ ତାଙ୍କର ଏକ ତିନି ବର୍ଷର ଝିଅ ଥିଲା।…