Cold Wave: ଜାରି ରହିଛି ପ୍ରବଳ ଶୀତ, ଘନ କୁହୁଡ଼ି ସାଙ୍ଗକୁ ଶୀତଳ ଲହରୀ ଏବଂ ତୁଷାରପାତର ଚେତାବନୀ ଦେଲା IMD
ନୂଆଦିଲ୍ଲୀ: ଭାରତର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଜାରି ରହିଛି। ଜାଡରେ ଥରୁଛି ଅଧାରୁ ଅଧିକ ଭାରତ। ତା ଉପରେ ପୁଣି ଆସନ୍ତା ୫ ତାରିଖ ଯାଏଁ IMD ଘନ କୁହୁଡ଼ି, ଶୀତ ଲହରୀ ଏବଂ ତୁଷାରପାତର ଚେତାବନୀ ଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD)ର ଜାତୀୟ ପାଣିପାଗ ପୂର୍ବାନୁମାନ କେନ୍ଦ୍ର ଦ୍ୱାରା…