Latest Odisha News

BREAKING NEWS

ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ ପକ୍ଷରୁ ୧୪୩ ଛାତ୍ରୀଙ୍କୁ ବେଟି ପଢ଼ାଓ ସ୍କଲାରସିପ୍ ପ୍ରଦାନ

ପାରାଦୀପ: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ପାରାଦୀପର ଦକ୍ଷ ଏକାଡେମୀରେ ଆୟୋଜିତ ଏକ ଉତ୍ସବରେ ୧୪୩ ଜଣ ମେଧାବୀ ଛାତ୍ରୀଙ୍କୁ 'ବେଟି ପଢ଼ାଓ ସ୍କଲାରସିପ୍' ପ୍ରଦାନ କରାଯାଇଛି । କମ୍ପାନୀର ପ୍ରମୁଖ ସିଏସଆର ପଦକ୍ଷେପର ଏକ ଅଂଶ ଭାବରେ, ଆର୍ଥିକ ଅନଗ୍ରସର…

ବ୍ଲୁବାର୍ଡ ସାଟେଲାଇଟ୍ କ’ଣ? ଇସ୍ରୋର ଏହି ଉପଗ୍ରହ ଉପରେ ସାରା ବିଶ୍ୱର ନଜର

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆସନ୍ତାକାଲି ବୁଧବାର ଦିନ ବ୍ଲୁବର୍ଡ ବ୍ଲକ ୨ ଉପଗ୍ରହ ଉତକ୍ଷେପଣ କରିବାର କାର୍ଯ୍ୟକ୍ରମ ରଖିଛି। ଏହାକୁ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସକାଳ ୮:୫୪ ରେ ଲଞ୍ଚ ଯାନ ମାର୍କ-III M6 (LVM3-M6) ମିଶନର ଅଂଶ ଭାବରେ ଉତକ୍ଷେପଣ…

pucc: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଇନ୍ଧନ ମନା;ଜାନୁଆରୀ ୧ରୁ ନିୟମ କଡ଼ାକଡି ପାଳନ

ଭୁବନେଶ୍ବର:ଜାନୁଆରୀ ୧ରୁ କଡ଼ାକଡ଼ି ହେବ ପେଟ୍ରୋଲ ପମ୍ପରେ ଗାଡ଼ିର ପ୍ରଦୂଷଣ ଯାଞ୍ଚ ନିୟମ । ନୂଆବର୍ଷଠୁ ପ୍ରଦୂଷଣ ପ୍ରମାଣପତ୍ର (pucc )ନଥିଲେ ମିଳିବନି ପେଟ୍ରୋଲ୍ କି ଡିଜେଲ୍ । ପରିବହନରେ ପରିବେଶ ସୁରକ୍ଷାକୁ ମଧ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ‘ବୈଧ ପ୍ରଦୂଷଣ…

ପୋଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ: ବିହାରରୁ ଆଉ ଜଣେ ଦଲାଲ ଗିରଫ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଏସ୍ଆଇ ପରୀକ୍ଷା ଜାଲିଆତି ଘଟଣାରେ ସିବିଆଇ ଆଉ ଜଣେ ଦଲାଲକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବିହାରର ଅମିତ୍ ଭରତୀ। ଗତକାଲି ସିବିଆଇ ଅମିତକୁ ଗିରଫ କରିଥିଲା। ସୋମବାର କୋର୍ଟ ଚାଲାଣ କରାଯାଇଥିଲା। ଏହି ଜାଲିଆତି ଘଟଣାରେ ସିବିଆଇ ଗତ ୧୯ ତାରିଖରେ…

Indian students in Bangladesh: ବାଂଲାରେ ପଢୁଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମୋଦୀଙ୍କୁ…

ନୂଆଦିଲ୍ଲୀ: ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, କିଛି ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ ଏବେ ବି ସେଠାରେ ଫସି ରହିଛନ୍ତି । ତେବେ ଏହି ପରିସ୍ଥିତିରେ ଅଲ୍ ଇଣ୍ଡିଆ ମେଡିକାଲ୍ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AIMSA) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ବାଂଲାଦେଶରେ ଫସି…

Thar vehicles: ଜଙ୍ଗଲ ବିଭାଗର ‘ଥାର୍‌’ କିଣା ଓ ମୋଡିଫିକେସନ୍‌ର ହେବ ସ୍ୱତନ୍ତ୍ର ଅଡିଟ୍

ଭୁବନେଶ୍ବର: ଜଙ୍ଗଲ ବିଭାଗର 'ଥାର୍‌' କିଣା ଓ ମୋଡିଫିକେସନ୍‌ର ହେବ ସ୍ୱତନ୍ତ୍ର ଅଡିଟ୍ ପାଇଁ ଆକଉଣ୍ଟାଣ୍ଟ ଜେନେରାଲଙ୍କୁ ଜଙ୍ଗଲ ବିଭାଗର ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ଗାଡ଼ି କିଣାକୁ ନେଇ ହେବ ଅଡିଟ୍ । ପିସିସିଏଫ୍ ବନ୍ୟପ୍ରାଣୀ ଅଫିସ୍‌ରେ ସ୍ବତନ୍ତ୍ର…

Excise Raid: ନୂଆବର୍ଷ ପୂର୍ବରୁ ସ୍ବତନ୍ତ୍ର ଚଢ଼ାଉ; ୨ ଦିନରେ ୧ କୋଟି ୬୪ ଲକ୍ଷ ଟଙ୍କାର ମାଦକ ଦ୍ରବ୍ୟ ଜବତ

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ରାଜ୍ୟବ୍ୟାପୀ ଅବକାରୀ ବିଭାଗର ସ୍ବତନ୍ତ୍ର ଚଢ଼ାଉ । ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅବକାରୀ ଚଢ଼ାଉ ଅଭିଯାନର ପ୍ରଥମ ଦୁଇ ଦିନରେ ପ୍ରାୟ ୧କୋଟି ୬୪ ଲକ୍ଷ ଟଙ୍କା ମୂଲ୍ୟର ଅବୈଧ ମାଦକ ଦ୍ରବ୍ୟ ତଥା ବେଆଇନ ସାମଗ୍ରୀ ଜବତ କରାଯାଇଛି।…

୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ବିଜ୍ଞପ୍ତି

ଭୁବନେଶ୍ବର: ୧୪ ଜିଲ୍ଲାରେ ୨୪ ନୂଆ NAC ନେଇ ପ୍ରକାଶ ପାଇଲା ତାଲିକା। ରାଜ୍ୟ ସରକାର ସୋମବାର ଦିନ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେହିପରି ପାଞ୍ଚଟି ନୂତନ ମ୍ୟୁନିସିପାଲିଟି ସୃଷ୍ଟି ସମ୍ପର୍କରେ ଡ୍ରାଫ୍ଟ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ଅଗଷ୍ଟ ୩୧ ତାରିଖରେ ସ୍ୱାୟତ୍ତଶାସନ…

ମାଙ୍କଡ କବଳରୁ ମୁକ୍ତି ପାଇଁ ଭାଲୁ ସାଜିଲେ ସରପଂଚ

ନୂଆଦିଲ୍ଲୀ: ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ କିଛି ନା କିଛି କଳା ରହିଛି । ନିକଟରେ ତେଲେଙ୍ଗାନାରେ ଜଣେ ସରପଂଚ ଭାଲୁ ହେବା ଖବର ଅନେକକୁ ଚକିତ କରିବା ସହ ଆନନ୍ଦ ପ୍ରଦାନ କରିଛି । ନିର୍ମଳ ଜିଲ୍ଲାର ଲିଙ୍ଗେପୁର ଗ୍ରାମରେ ୨ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ମାଙ୍କଡଙ୍କ ଯୋଗୁ…

କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ୧୯ତମ ବାର୍ଷିକ ଦିବସ

ଭୁବନେଶ୍ୱର: କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ୧୯ତମ ବାର୍ଷିକ ଉତ୍ସବ "ବିୟଣ୍ଡ ବାଉଣ୍ଡାରିଜ ୨୦୨୫’ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ଯେ ଶିକ୍ଷାଗତ ଉତ୍କଷର୍ତା ସହିତ ଦୃଢ଼ ନୈତିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା…