Latest Odisha News

BREAKING NEWS

ହାତୀ କଙ୍କାଳ ଉଦ୍ଧାର ଘଟଣା:୨ ଦାନ୍ତ ଜବତ,୪ ଅଭିଯୁକ୍ତ ଗିରଫ

କାମାକ୍ଷାନଗର:ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା । ଏହି ଘଟଣାର ତଦନ୍ତ କରି ବନ ବିଭାଗ ୪ ଜଣଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ଠାରୁ ୨ଟି ହାତୀ ଦାନ୍ତ ଜବତ କରିଛି। ଅଭିଯୁକ୍ତମାନେ ହେଲେ ମହାବିରୋଡ଼ ଥାନା ବାଘମୁଣ୍ଡା ଗାଁର ସିପୁନ ପାତ୍ର (୨୫), ଟମ୍ପେଇ ଗାଁର ସନାତନ…

ଦ୍ୱିତୀୟ ବନ୍ୟାରେ ବେହାଲ ବଡ଼ଚଣା;ପାନୀୟ ଜଳ ପାଇଁ ହାହାକାର,ରନ୍ଧା ଖାଦ୍ୟ ଦିଆଯାଉ ନଥିବା ଅଭିଯୋଗ

ଚଣ୍ଡିଖୋଲ:ଉତ୍ତର ଓଡ଼ିଶା ସମେତ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ବଡ଼ଚଣା ବ୍ଲକର ଟିଗିରିଆ ଗ୍ରାମରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଗାଁ ଲୋକ ଜଳବନ୍ଦୀ…

ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ୟୁଏଇର ବଡ଼ ନିଷ୍ପତ୍ତି: ତେହେରାନ ସହିତ ସମସ୍ତ ବାଣିଜ୍ୟିକ ସମ୍ପର୍କ ଛିନ୍ନ

ନୂଆଦିଲ୍ଲୀ: ଯୁକ୍ତ ଆରବ ଏମିରେଟ୍ସ (UAE) ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଇରାନ ସହିତ ସମସ୍ତ ବାଣିଜ୍ୟ, ବ୍ୟବସାୟିକ କାରବାର ଏବଂ ଆର୍ଥିକ କାରବାରକୁ ସ୍ଥଗିତ ରଖିଛି। ଇରାନ ସହ ଜଡ଼ିତ କ୍ଷେପଣାସ୍ତ୍ର ସମ୍ବନ୍ଧୀୟ ଏକ ନୂତନ ବିବାଦ ପରେ UAE ଏହି ନିଷ୍ପତ୍ତି ନେଇଛି। ଏହା ଉଭୟ ଦେଶ ମଧ୍ୟରେ…

MMDR ବିଲକୁ ବିରୋଧୀଙ୍କ ବିରୋଧ: ଜବାବ ରଖିଲେ ଖଣିମନ୍ତ୍ରୀ

ଭୁବନେଶ୍ବର: MMDR ସଂଶୋଧନ ବିଲକୁ ଜୋରଦାର ବିରୋଧ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ବିଲ୍ ସଂସଦରେ ପାରିତ ହୋଇଛି। ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ। ଏହି ବିଲ୍ ବିରୋଧରେ ବିରୋଧୀ…

ୟୁ.ଏସ୍. ଓପନ୍: ୪୬ ବର୍ଷୀୟା ଭେନସଙ୍କୁ ୱାଇଲ୍ଡ କାର୍ଡ; ସେରେନାଙ୍କ ପାଇଁ ଗୋଟିଏ ସ୍ଥାନ ସଂରକ୍ଷିତ !

ନ୍ୟୁୟର୍କ: ଆମେରିକାର ଷ୍ଟାର୍ ଟେନିସ୍ ଖେଳାଳି ଭେନସ୍ ୱିଲିୟମ୍ସଙ୍କୁ ୟୁ.ଏସ୍. ଓପନ୍‌ର ସିଙ୍ଗଲ୍ସ ଟୁର୍ନାମେଣ୍ଟ ପାଇଁ ୱାଇଲ୍ଡ କାର୍ଡ ଏଣ୍ଟ୍ରି ମିଳିଛି । ତେବେ ଆୟୋଜକ କର୍ତ୍ତୃପକ୍ଷ ଗୋଟିଏ ୱାଇଲ୍ଡ କାର୍ଡ ସ୍ପଟ୍ ବାକି ରଖିଛନ୍ତି, ଯାହାକି ତାଙ୍କ ଭଉଣୀ ସେରେନା ୱିଲିୟମ୍ସ (୪୪ ବର୍ଷ)…

Dowry-free Odisha:’ଯୌତୁକ ମୁକ୍ତ ଓଡ଼ିଶା ଏବଂ ଘରୋଇ ହିଂସାମୁକ୍ତ ଘର ଗଠନ ସରକାରଙ୍କ ଲକ୍ଷ୍ୟ’

ଭୁବନେଶ୍ୱର:'ଘରୋଇ ହିଂସା ମହିଳା ସୁରକ୍ଷା ଆଇନ' (PWDVA) ଏବଂ 'ଯୌତୁକ ନିରୋଧ ଆଇନ' ଉପରେ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ଆଞ୍ଚଳିକ ତଥା ରାଜ୍ୟସ୍ତରୀୟ ଅଧିକାରୀମାନେ ଯୋଗଦେଇ ମହିଳାମାନଙ୍କ ସୁରକ୍ଷା ଓ ଆଇନଗତ ଅଧିକାର…

ପୁରୁଷ ହକି ୱାର୍ଲ୍ଡ କପ୍ ୨୦୨୬: ପାକିସ୍ତାନକୁ ୫-୩ ଗୋଲ୍‌ରେ ହରାଇ ଟପ-୮ ରେ ଭାରତ

ନୂଆଦିଲ୍ଲୀ: ପୁରୁଷ ହକି ବିଶ୍ୱକପରେ ଭାରତ ଚମତ୍କାର ପ୍ରଦର୍ଶନ କରି ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରିଛି । ଏଥିସହ ଟିମଇଣ୍ଡିଆ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଗ୍ରୁପ ଡିର ଏହି ମୁକାବିଲା ଭାରତ ସପକ୍ଷରେ ଥିଲେ ମଧ୍ୟ ମଝିରେ ପାକିସ୍ତାନ ଭଲ…

SCB Mega Expansion Project:ଜାନୁଆରୀରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ SCB ନୂଆ ବିଲ୍ଡିଂ;ଆଉ ଏକ ମେଡିସିନ୍ ବ୍ଲକ…

ଭୁବନେଶ୍ବର:ଏସ୍‌ସିବି ନୂଆ ବିଲ୍ଡିଂର ଉଦଘାଟନ ହେବ ଡିସେମ୍ବରରେ । ଜାନୁଆରୀରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୁରୁଣା ବିଲ୍ଡିଂ ସହ ନୂଆ ମେଡିସିନ ବିଭାଗ ବିଲ୍ଡିଂ ନିର୍ମାଣ ହେବ । ଏନେଇ ଡିପିଆର ପ୍ରସ୍ତୁତ ପରେ ଖୁବ୍…

ମାନବ ସୁଥାର: ଭାରତୀୟ କ୍ରିକେଟ୍‌ର ନୂଆ ସ୍ପିନ୍ ତାରକା

ଗାଲେ: ଭାରତର ୬୦୦ତମ ଟେଷ୍ଟ ମ୍ୟାଚ୍‌ରେ ଚମକିଲେ ନୂଆ ସ୍ପିନ୍ ତାରକା ...ନରେନ୍ଦ୍ର ହିରୱାନୀ ଓ ଅକ୍ଷର ପଟେଲଙ୍କ ସ୍ୱତନ୍ତ୍ର କ୍ଲବରେ ସ୍ଥାନ ପାଇଲେ ମାନବ ସୁଥାର । ଭାରତୀୟ କ୍ରିକେଟ ଦଳ ଐତିହାସିକ ୬୦୦ତମ ଟେଷ୍ଟ ମ୍ୟାଚ୍‌କୁ ଏକ ସ୍ମରଣୀୟ ବିଜୟ ସହ ପାଳନ କରିଛି । ଶ୍ରୀଲଙ୍କା ବିପକ୍ଷ …

ଜାଡେଜାଙ୍କ ନୋ-ବଲ୍‌ରୁ ଆରମ୍ଭ କରି କ୍ରିକେଟ୍ ଇତିହାସର ରୋଚକ ରେକର୍ଡ !

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ଗଲ୍ ଟେଷ୍ଟରେ ରବୀନ୍ଦ୍ର ଜାଡେଜା ୪ଟି ନୋ-ବଲ୍ ପକାଇବା ପରେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି । ଜାଡେଜା ଶ୍ରୀଲଙ୍କା ଅଧିନାୟକ ଧନଞ୍ଜୟ ଡି'ସିଲଭାଙ୍କୁ ଯେଉଁ ବଲ୍‌ରେ ଆଉଟ୍ କରିଥିଲେ, ତାହା ନୋ-ବଲ୍ ହୋଇଯାଇଥିଲା । ପରେ ସେ ତାଙ୍କ ୱିକେଟ୍ ନେଇଥିଲେ…