ହୋଟେଲରେ ଅଗ୍ନିକାଣ୍ଡ; କ୍ରେନରେ ଉଦ୍ଧାର ହେଲେ ଫସିଥିବା ଲୋକେ…
ବୃନ୍ଦାବନ: ବୃନ୍ଦାବନର ରୁକ୍ମିଣୀ ବିହାର କଲୋନୀରେ ବୁଧବାର ଦିନ ନବନିର୍ମିତ ଚାରି ମହଲାର ସିଦ୍ଧି ବିନାୟକ ହୋଟେଲର ଉଦଘାଟନୀ ଉତ୍ସବ ଚାଲିଥିବା ସମୟରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା।
ସୂଚନା ଅନୁଯାୟୀ, ଅପରାହ୍ନ ୩:୩୦ ମିି. ସମୟରେ ହୋଟେଲର ଦ୍ୱିତୀୟ ମହଲାର ଏକ କୋଠରୀରେ ନିଆଁ…