ଶ୍ୟାମ ମେଟାଲିକ୍ସ ପକ୍ଷରୁ ଓଡ଼ିଶାରେ ଆଲୁମିନିୟମ ଫଏଲ୍ କାରଖାନା କାର୍ଯ୍ୟକ୍ଷମ
ଭୁବନେଶ୍ୱର: ଶ୍ୟାମ ମେଟାଲିକ୍ସ ଆଣ୍ଡ୍ ଏନର୍ଜି ଲିମିଟେଡ୍ର ସହାୟକ କମ୍ପାନୀ ଏସ୍ଏମ୍ଇଏଲ୍ ଷ୍ଟିଲ୍ ଷ୍ଟ୍ରକ୍ଚରାଲ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଓଡ଼ିଶାର ସମ୍ବଲପୁର ଜିଲ୍ଲା ସ୍ଥିତ ଆଲୁମିନିୟମ ଫଏଲ୍ କାରଖାନାରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହେବା ନେଇ ଘୋଷଣା କରାଯାଇଛି। ଏହି କାରଖାନାର…