Latest Odisha News

Airtel 5G ରେ ବଡ଼ ପରିବର୍ତ୍ତନ: ମୋବାଇଲ ନେଟୱର୍କରେ ବ୍ୟବହାର ହେବ ଜିଓ ଟେକ୍ନୋଲଜୀ, ମଳିବ ହାଇ ସ୍ପିଡ୍ ଡାଟା

ନୂଆଦିଲ୍ଲୀ: ଏୟାରଟେଲ୍ ଏବଂ ଜିଓ ମଧ୍ୟରେ ଚାଲିଥିବା 5G ଦୌଡ଼ରେ, ଏୟାରଟେଲ୍ ତାର ରଣନୀତିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏୟାରଟେଲ୍ ଏବେ ଜିଓର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି 5G ଇଣ୍ଟରନେଟ୍ ପ୍ରଦାନ କରୁଛି। ତେବେ ଆମେ ଏଠାରେ SA 5G, କିମ୍ବା ଷ୍ଟାଣ୍ଡଆଲୋନ୍ 5G ବିଷୟରେ କହୁଛୁ।…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣା; କୋର୍ଟରେ ହାଜର ହେଲେ ନିଶା ମହାରଣା

ବଲାଙ୍ଗୀର: ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ନିଶା ମହାରଣା । ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିଲା । ଗିରଫ ଭୟରେ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା ମହାରଣା । ଜାମିନ ପାଇବା ପରେ ଆଜି…

Loot Case: କାନ୍ଥ ତାଡି ଲୁଟିନେଲେ କୋଟିଏ ଟଙ୍କାର ସୁନା ରୂପା ଅଳଙ୍କାର

ବାଲେଶ୍ବର: ବାଲେଶ୍ୱର ଜିଲ୍ଲାରେ ମାତିଛନ୍ତି ଲୁଟେରା । ଲୁଟି ନେଉଛନ୍ତି ବହୁମୂଲ୍ୟ ସାମଗ୍ରୀ । ଆଜି ଜିଲ୍ଲାର ସୋର ଥାନା ଫଟା ଅର୍ଜୁନ ଛକରେ ଥିବା ନୀଳମଣି ଜୁଏଲାରୀ ଦୋକାନରେ ବଡ ଧରଣର ଲୁଟ୍ ହୋଇଛି । ସୁନା ଦୋକାନ କାନ୍ଥ ଭାଙ୍ଗି ଲକର ଚାବି ଖୋଲି ୧ କୋଟି ଟଙ୍କାର ସୁନା, ରୂପା ଗହଣା ଲୁଟି…

ଛତିଶଗଡ଼ ଡ୍ରେନ୍‌ ଭିତରେ ୫ଦିନ ପଡ଼ି ରହିଲେ ମଧ୍ୟପ୍ରଦେଶର ଯୁବକ

ରାୟପୁର: ଛତିଶଗଡରେ ଏକ ଅଭାବନୀୟ ଘଟଣା ଘଟିଛି। ଛତିଶଗଡ଼ ଡ୍ରେନ୍‌ ଭିତରେ ୫ଦିନ ପଡ଼ି ରହିଲେ ମଧ୍ୟପ୍ରଦେଶର ଯୁବକ। ଏହି ଖବର ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି। ଛତିଶଗଡ଼ର ବିଳାସପୁରରେ ଏକ ଭିଡିଓ ଅନଲାଇନରେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ଯୁବକଙ୍କୁ ଡ୍ରେନ୍‌ରୁ ବାହାର…

Russia Will Support India: ୟେ ଦୋସ୍ତି ହମ୍ ନେହିଁ ତୋଡେଙ୍ଗେ…,ଭାରତ ସମ୍ପର୍କରେ ରୁଷର ବଡ଼ ବୟାନ……

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ପ୍ଲାନରେ ପାଣି ଫେରିଲା ମୋଦି-ପୁଟିନଙ୍କ ସମ୍ପର୍କରେ ଆଣିବାକୁ ଚାହୁଁଥିଲେ ଦୂରତା ହେଲେ ବନ୍ଧନ ଅତୁଟ ଦେଖାଇଦେଲେ ରୁଷ-ଭାରତ ୟେ ଦୋସ୍ତି ହମ୍ ନେହିଁ ତୋଡେଙ୍ଗେ... ଶୋଲେର ଜୟ ଏବଂ ବୀରୁଙ୍କ ବନ୍ଧୁତା ଉପରେ ଆଧାରିତ ଏହି ଗୀତଟି ରୁଷ ଏବଂ ଭାରତ ପାଇଁ ପୁରା…

ଧୂମ ୪ରେ ରଣବୀର ଅଭିନୟ କରିବେ କି ନାହିଁ ସମ୍ମୁଖକୁ ଆସିଲା ସତ୍ୟ

ମୁମ୍ବାଇ: ଆନିମଲ ଫିଲ୍ମ ମାଧ୍ୟମରେ ରଣବୀର କାପୁର ତାଙ୍କ ଷ୍ଟାରଡମ ଫେରି ପାଇଛନ୍ତି । ଚଳିତ ବର୍ଷ ମଧ୍ୟ ତାଙ୍କର କେତୋଟି ବଡ ବଜେଟ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହା ମଧ୍ୟରେ ସଞ୍ଜୟ ଲୀଲା ଭନ୍ସାଲୀଙ୍କ ଲଭ ଆଣ୍ଡ ୱାର, ନୀତେଶ ତିୱାରୀଙ୍କ ରାମାୟଣ ଓ ଆନିମଲ ପାର୍କ ଫିଲ୍ମ ରହିଛି । ଅନ୍ୟ ଏକ…

୨୫୦ ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଳିଙ୍ଗ ଷ୍ଟାଡିୟମ ଠାରେ ଦ୍ବିତୀୟ ପର୍ଯ୍ୟାୟରେ ୨୫୦ଟି ନୂଆ ଆମ୍ବୁଲାନସର ଶୁଭାରମ୍ଭ କରିଛନ୍ତି। ରାଜ୍ୟବାସୀଙ୍କୁ ଜରୁରୀକାଳୀନ ଚିକିତ୍ସା ସୁବିଧା ସମୟ ମଧ୍ୟରେ ପହଞ୍ଚାଇବା…

No Confidence Motion Against Om Birla: ବାଚସ୍ପତି ଓମ୍ ବିର୍ଲାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଲା…

ନୂଆଦିଲ୍ଲୀ: କଂଗ୍ରେସ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛି। ଦଳ ଲୋକସଭା ମହାସଚିବଙ୍କୁ ନୋଟିସ୍ ଦାଖଲ କରିଛି। ଏଥିରେ ୧୧୮ ଜଣ ସାଂସଦଙ୍କ ଦସ୍ତଖତ ଅଛି। କଂଗ୍ରେସ ନିୟମ 94C ଅନୁଯାୟୀ ଏହି ପ୍ରସ୍ତାବ ଆଗତ କରିଛି। ଭାରତୀୟ ଇତିହାସରେ ତିନୋଟି ଘଟଣା…

ଭାରତ-ପାକିସ୍ତାନ ଟି ୨୦ ବିଶ୍ୱକପ୍; ଆଇସିସିକୁ ପ୍ରଶଂସା କଲେ ବିସିସିଆଇ ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍ ବିବାଦର ସମାଧାନ ଉପରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ପ୍ରତିକ୍ରିୟା ଦେଇଛନ୍ତି। ସେ ବିବାଦର ସମାଧାନ ପାଇଁ ଆଇସିସିର ପ୍ରୟାସକୁ ପ୍ରଶଂସା କରିଛନ୍ତି ଏବଂ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।…

ଏସସିବି ମେଡିକାଲ ଆଇସିୟୁରେ ଅଭାବନୀୟ ଦୃଶ୍ୟ, ବେଡ ବାଡ ଭାଙ୍ଗି ଗଳିପଡିଲେ ରୋଗୀ

କଟକ: କଟକ ଏସସିବି ମେଡିକାଲରୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଇସିୟୁ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚିକିତ୍ସା ଚାଲିଥିବା ସମୟରେ ଜଣେ ମହିଳା ରୋଗୀ ବେଡ୍ ରୁ ବାଡା ଭାଙ୍ଗି ତଳକୁ ଖସିପଡିଥିବା ସୂଚନା ରହିଛି । ଆଇସିୟୁ ଭିତରେ ରୋଗୀ ମାନଙ୍କୁ କେମିତି ଅବହେଳା କରାଯାଉଛି ତାର…