Latest Odisha News

BREAKING NEWS

ଅଶାନ୍ତ ସମୁଦ୍ର; ପାରାଦୀପ ବନ୍ଦରରେ ଆଶ୍ରୟ ନେଲା ଆନ୍ଧ୍ରର ୨୮ ମାଛଧରା ଟ୍ରଲର

ପାରାଦୀପ: ଗଭୀର ଅବପାତ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି। ଯାହା ଫଳରେ ଆନ୍ଧ୍ରପ୍ରଦେଶର ୨୪୮ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଆସିଥିବା ୨୮ଟି ଟ୍ରଲର୍ ଜଗତସିଂହପୁର ଜିଲ୍ଲାର ପାରାଦୀପ ବନ୍ଦରରେ ଆଶ୍ରୟ ନେଇଛନ୍ତି। ସୂଚନା ଅନୁଯାୟୀ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମତ୍ସ୍ୟଜୀବୀ ଏବଂ ସେମାନଙ୍କ…

Mirabai Chanu Wins Silver Medal:ମୀରାବାଇ ରୌପ୍ୟ ପଦକ ଜିତି ରଚିଲେ ଇତିହାସ; ୨୮ ବର୍ଷ ପରେ ଏସୀୟ କ୍ରୀଡ଼ାରେ…

ନୂଆଦିଲ୍ଲୀ:୨୮ ବର୍ଷର ଅପେକ୍ଷାର ଅନ୍ତ । ଭାରତର ଷ୍ଟାର୍ ଭାରଉତ୍ତୋଳନକାରୀ ମୀରାବାଇ ଚାନୁ ୨୦୨୬ ଏସିଆନ ଗେମ୍ସରେ ମହିଳା ୪୯ କିଗ୍ରା ବର୍ଗରେ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏସିଆନ ଗେମ୍ସରେ ମୀରାବାଇଙ୍କର ଏହା ପ୍ରଥମ ପଦକ ଅଟେ। ଏହା ସହିତ ଭାରତକୁ ଭାରଉତ୍ତୋଳନରେ ୨୮ ବର୍ଷ…

ଆସିଲା ନୂଆ ନିୟମ; ଏଣିକି ଜାଣିପାରିବେ ଆପଣଙ୍କ ଟୁଥପେଷ୍ଟ, ସାବୁନ ଓ ସାମ୍ପୁ ନିରାମିଷ କି ଆମିଷ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଟୁଥପେଷ୍ଟ, ସାବୁନ, ସାମ୍ପୁ, ପ୍ରସାଧନ ସାମଗ୍ରୀ ଏବଂ ଅନ୍ୟାନ୍ୟ ପ୍ରସାଧନ ସାମଗ୍ରୀର ପ୍ୟାକେଟରେ ସବୁଜ କିମ୍ବା ଲାଲ/ମାଟିଆ ବିନ୍ଦୁ ଲଗାଇବା ବାଧ୍ୟତାମୂଳକ କରିଛନ୍ତି। ନିରାମିଷ ଉପାଦାନ ଥିବା ଉତ୍ପାଦଗୁଡ଼ିକୁ ସବୁଜ ବିନ୍ଦୁ ସହିତ ଲେବଲ୍ କରାଯିବ। ଯେତେବେଳେ…

Crowdfunding Scam: ସାବଧାନ୍! ଏଭଳି ସ୍କାମରୁ ବଞ୍ଚନ୍ତୁ…ଅନଲାଇନରେ ଯେଉଁଠି ବି ସେଇଠି କରନ୍ତୁନି ଦାନ!

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ୍ ମିଡିଆରେ ମାନବିକତାର ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। କାହାର ମା' ଅସୁସ୍ଥ… କାହାର ବାପାଙ୍କ ଚିକିତ୍ସା ପାଇଁ ଟଙ୍କା ଦରକାର… ଆଉ କେହି କହୁଛନ୍ତି, “ମୋ ଭଉଣୀର ଚିକିତ୍ସା ପାଇଁ ଦୟାକରି ସାହାଯ୍ୟ କରନ୍ତୁ।” ଏଭଳି ଭାବପ୍ରବଣ ଅନୁରୋଧ ଦେଖି ଅନେକ ଲୋକ ନିଜ…

ବିଧାନସଭାରେ ପ୍ରବଳ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଚାଲିଥିବା ଅଧିବେଶନର ଦ୍ୱିତୀୟ ଦିନରେ ବ୍ୟାପକ ହଟ୍ଟଗୋଳ ଦେଖିବାକୁ ମିଳିଛି। ଯାହା ଫଳରେ ଗୃହର କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା ଏବଂ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ…

Dhenkanal Horror: ବିହାର ପରେ ଏବେ ଓଡିଶା! ରାସ୍ତା ମଝିରେ ଯୁବତୀଙ୍କୁ ହଇରାଣ, ଯୁବକଙ୍କୁ ମାଡ଼! ଢେଙ୍କାନାଳର…

କପିଳାଶ: ବିହାର ଜମୁଇ ପରେ ଏବେ ଓଡିଶାରେ ସମାନ ଘଟଣା! କାହିଁକି ଦିନକୁ ଦିନ ମଣିଷ ଭିତରେ ମରିଯାଉଛି ମାନବିକତା? ପଶୁ ଭଳି କରୁଛି ହିଂସ୍ର ବ୍ୟବହାର? ଢେଙ୍କାନାଳରେ ଏକ ଭାଇରାଲ୍ ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନିଛାଟିଆ ରାସ୍ତାରେ ଜଣେ ଯୁବତୀ ଓ ତାଙ୍କ ସହ ଥିବା ଯୁବକଙ୍କୁ ଅଟକାଇ…

ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା…

ଭୁବନେଶ୍ୱର: ଆଗାମୀ ତିନି ଘଣ୍ଟା ମଧ୍ୟରେ ଓଡ଼ିଶାର ପ୍ରାୟ ୧୦ ଜିଲ୍ଲାରେ ବଜ୍ରପାତ ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ବୁଧବାର ସକାଳେ ଏକ ସତର୍କ ସୂଚନା ଜାରି କରିଛି। ଏହି ପାଣିପାଗ ସୂଚନା ଅନୁଯାୟୀ ଭୁବନେଶ୍ୱର ଓ କଟକ ସହର ମଧ୍ୟ…

ପ୍ରବଳ ବର୍ଷା ଆଶଙ୍କା; ବଲାଙ୍ଗୀର ସମେତ ଏସବୁ ଜିଲ୍ଲାରେ ୨ ଦିନ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ପ୍ରବଳ ବର୍ଷା ନେଇ ଜାରି କରାଯାଇଥିବା 'ଅରେଞ୍ଜ ୱାର୍ଣ୍ଣିଂ'କୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ସରକାରୀ…

ନ୍ୟୁୟର୍କରେ ଶେହବାଜ ସରିଫ୍ ହଟହଟା, ଲୋକେ କହିଲେ ଚୋର ଆସିଲା ଚୋର…

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ନ୍ୟୁୟର୍କରେ ଏପରି ଏକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ଯାହା ସେ କେବେ କଳ୍ପନା କରିପାରିନଥିବେ। ତାଙ୍କ ନିଜ ଦେଶବାସୀଙ୍କ ପକ୍ଷରୁ ତାଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଲା। ଶେହବାଜ ସରିଫ ଜାତିସଂଘ ସାଧାରଣ ସଭାରେ…

ଆଜି ରାତିରେ ଗଞ୍ଜାମ ଉପକୂଳ ଅତିକ୍ରମ କରିପାରେ ଅବପାତ; ଓଡ଼ିଶାରେ ପ୍ରବଳ ବର୍ଷା…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଆଜି ରାତିରେଗଞ୍ଜାମ ଜିଲ୍ଲା ଉପକୂଳର କୌଣସି ଏକ ସ୍ଥାନରେ ସ୍ଥଳଭାଗ ଅତିକ୍ରମ କରିପାରେ। ଏନେଇ ସୋଆର ସେଣ୍ଟର ଫର ଏନଭାଇରନମେଣ୍ଟ ଆଣ୍ଡ କ୍ଲାଇମେଟ୍ (ସିଇସି) ସୂଚନା ଦେଇଛନ୍ତି। ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ,…