Latest Odisha News

BREAKING NEWS

ଓଡ଼ିଶାରେ ଜମି କିଣାବିକା ନିୟମରେ ବଡ଼ ପରିବର୍ତ୍ତନ; ସରକାର ଜାରି କଲେ ନୂଆ ଏସଓପି

ଭୁବନେଶ୍ବର: ଓଡ଼ିଶାରେ ଜମି କିଣାବିକା ନିୟମରେ ବଡ଼ ପରିବର୍ତ୍ତନ । ଏନେଇ ନୂଆ SOP ଜାରି କଲେ ରାଜ୍ୟ ସରକାର । ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତ ୧୯ ତାରିଖରେ ସ୍ଥାବର ସମ୍ପତ୍ତିର ବେଞ୍ଚମାର୍କ ମୂଲ୍ୟର ଦ୍ୱିବାର୍ଷିକ ସଂଶୋଧନ ପାଇଁ ଏକ ବିସ୍ତୃତ ସୂଚନା…

Odisha Vigilance: ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ

ବାଲେଶ୍ବର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ରେଡ ହୋଇଛି। ବାଲେଶ୍ଵର ଚୂନ ଭାଟି ନିକଟରେ ଥିବା ସାଇ ଗାର୍ଡେନ ଉପରେ ଭିଜିଲାନ୍ସ ଟିମର ଚଢ଼ାଉ। ରବୀନ୍ଦ୍ର କୁମାର ବାରିକଙ୍କ ବାଲେଶ୍ଵରରେ ଥିବା ବିଭିନ୍ନ ସମ୍ପତ୍ତି ଉପରେ ରେଡ୍। ରବୀନ୍ଦ୍ର କୁମାର ବାରିକ ସିଭିଲ ସପ୍ଲାଏ ଅଫିସ୍…

ସବୁ ଚିଟ୍‌ଫଣ୍ଡ ଜମାକାରୀ ପାଇବେ ଟଙ୍କା

ଭୁବନେଶ୍ୱର: କ୍ଷୁଦ୍ର ଚିଟ୍ ଫଣ୍ଡ ଜମାକାରୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି। ଓଡ଼ିଶା ସରକାର ଯୋଗ୍ୟ ଦାବିଦାରଙ୍କ ପାଇଁ ଟଙ୍କା ଫେରସ୍ତ ପ୍ରକ୍ରିୟା ସମାପ୍ତ କରିବାର ଶେଷ ତାରିଖ ଜାନୁଆରୀ ୩୧, ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅର୍ଥ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି…

Unity Of Hindus: ହୁନ୍ଦୁମାନେ ଏକାଠି ହୁଅ… ମୋହନ ଭାଗବତଙ୍କ ଆହ୍ୱାନ

କୋଲକାତା: ବାଂଲାଦେଶରେ ସଂଖ୍ୟାଲଘୁ, ବିଶେଷକରି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ନିରନ୍ତର ଜାରି ରହିଛି। ୟୁନୁସ୍ ସରକାର ଏପରି ଘଟଣା ରୋକିବାରେ ସମ୍ପୂର୍ଣ୍ଣ ବିଫଳ ପ୍ରମାଣିତ ହୋଇଛି। ଏହି ସମୟରେ, ଯୁବ ନେତା ଉସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶର ପରିସ୍ଥିତି ଆହୁରି ଖରାପ ହେଉଥିବା…

ଭିତରକନିକାକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ; ଗୋଟିଏ ଦିନରେ ବୁଲିଲେ ୨୮୬୪ ପର୍ଯ୍ୟଟକ

ରାଜନଗର: ଚାଲିଛି ପର୍ଯ୍ୟଟନ ଋତୁ । ଏହି ସମୟରେ ବିଭିନ୍ନ ପର୍ଯ୍ୟଟନସ୍ଥଳରେ ଲୋକଙ୍କ ଭିଡ ଜମିବାରେ ଲାଗିଛି । ଏହା ଭିତରେ ଭିତରକନିକା ଜାତୀୟ ଉଦ୍ୟାନରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ବନ ବିଭାଗର ସୂଚନା ମୁତାବକ, ରବିବାର ଜାତୀୟ ଉଦ୍ୟାନକୁ ଗୋଟିଏ ଦିନରେ ୨୮୬୪ ପର୍ଯ୍ୟଟକ ଆସିଥିଲେ ।…

ବାଂଲାଦେଶ ଭିଡ ହିଂସା: ଦୀପୁଙ୍କ ସହକର୍ମୀମାନେ ହିଁ ତାଙ୍କୁ କଟ୍ଟରପନ୍ଥୀଙ୍କ ହାତରେ ଛାଡି ଦେଇଥିଲେ

ନୂଆଦିଲ୍ଲୀ: ଯଦି ଫ୍ୟାକ୍ଟ୍ରି ମ୍ୟାନେଜମେଣ୍ଟ ଠିକ୍ ସମୟରେ ପୋଲିସକୁ କଲ୍ କରି ସୂଚନା ଦେଇଥାନ୍ତା, ତେବେ ହୁଏତ ବାଂଲାଦେଶୀ ହିନ୍ଦୁ ବ୍ୟକ୍ତି ଦୀପୁ ଚନ୍ଦ୍ର ଦାସଙ୍କର ଆଜି ଜୀବନ ବଞ୍ଚିଯାଇଥାନ୍ତା। ଦୀପୁ ଚନ୍ଦ୍ର ଦାସଙ୍କୁ ଜୀବନ୍ତ ଜାଳିବା ପୂର୍ବରୁ ସେ କହୁଥିଲେ, ମୁଁ କୌଣସି ଧର୍ମକୁ…

୨୦୨୩ ବିଶ୍ୱକପ ହାରିବା ପରେ ଭାଙ୍ଗି ପଡିଥିଲେ ରୋହିତ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ରୋହିତ ଶର୍ମା ଏକ ବଡ ଖୁଲାସା କରିଛନ୍ତି । ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ପରାଜୟବରଣ କରିବା ପରେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିବା କହିଛନ୍ତି । ଏପରିକି ଅବସର ନେବା କଥା ଚିନ୍ତା କରିଥିଲେ ବୋଲି ହିଟମ୍ୟାନ କହିଛନ୍ତି । ଫାଇନାଲରେ ଟ୍ରେଭିସ…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ : ନ୍ୟୁଜିଲାଣ୍ଡର ବିଜୟ ଭାରତକୁ ପକାଇଲା ଅଡୁଆରେ

ନୂଆଦିଲ୍ଲୀ: ମାଂଉଟ ମାଉଙ୍ଗାନେଇରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ୩୨୩ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ଏଥିସହ ନ୍ୟୁଜିଲାଣ୍ଡ ୨-୦ରେ ସିରିଜ ବିଜୟୀ ହୋଇଛି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ନ୍ୟୁଜିଲାଣ୍ଡ ନିଜ ସ୍ଥିତି ମଜଭୁତ କରିଛି । ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନରେ…

PFI India: ପଡ଼ୋଶୀ ଦେଶ ସହିତ ଅସ୍ତ୍ରଶସ୍ତ୍ର କାରବାର, ୨୦ ଜଣ PFI ନେତାଙ୍କ ବିରୋଧରେ NIA ଆଣିଛି ଅଭିଯୋଗ

ନୂଆଦିଲ୍ଲୀ: ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFI) ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ସବୁଠାରୁ ବଡ଼ ବିପଦ। ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଦିଲ୍ଲୀର ଏକ କୋର୍ଟରେ PFI ନେତୃତ୍ୱ ମାମଲାର ଅଭିଯୋଗ ଉପରେ ଯୁକ୍ତି ଶେଷ କରି କହିଛି ଯେ PFI ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ସବୁଠାରୁ ବଡ଼ ବିପଦ।…

Air India Flight: ମଝି ଆକାଶରେ ଫେଲ୍ ହେଲା ଦିଲ୍ଲୀରୁ ଉଡାଣ ଭରିଥିବା ଏୟାର ଇଣ୍ଡିଆ ବିମାନ ଇଞ୍ଜିନ

ନୂଆଦିଲ୍ଲୀ: ମଝି ଆକାଶରେ ଫେଲ୍ ହେଲା ଇଞ୍ଜିନ, ଅଚାନକ ଫେରି ଆସିଲା ବିମାନ। ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ସହ ଘଟିଛି ଏଭଳି ଘଟଣା। ଏହି ବିମାନ ଜରୁରୀକାଳୀନ ଅବତରଣ କରିଛି। ଆଜି ସକାଳ ୬ଟା ୧୦ ମିନିଟରେ AI-887 ବିମାନଟି ଦିଲ୍ଲୀ ବିମାନ ବନ୍ଦରରୁ ମୁମ୍ବାଇ…