ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କାହିଁକି…
ଭୁବନେଶ୍ୱର: ପୁରୀରେ ଶ୍ରୀଜିଉମାନଙ୍କର 'ବନକଲାଗି' ନୀତି ଯୋଗୁଁ ଆଜି ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛି। ବିଜ୍ଞପ୍ତି ଅନୁଯାୟୀ, ବୁଧବାର, ୩୦ ସେପ୍ଟେମ୍ବର ୨୦୨୬ (ଆଶ୍ୱିନ…