Latest Odisha News

BREAKING NEWS

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ : ନ୍ୟୁଜିଲାଣ୍ଡର ବିଜୟ ଭାରତକୁ ପକାଇଲା ଅଡୁଆରେ

ନୂଆଦିଲ୍ଲୀ: ମାଂଉଟ ମାଉଙ୍ଗାନେଇରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ୩୨୩ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ଏଥିସହ ନ୍ୟୁଜିଲାଣ୍ଡ ୨-୦ରେ ସିରିଜ ବିଜୟୀ ହୋଇଛି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ନ୍ୟୁଜିଲାଣ୍ଡ ନିଜ ସ୍ଥିତି ମଜଭୁତ କରିଛି । ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନରେ…

PFI India: ପଡ଼ୋଶୀ ଦେଶ ସହିତ ଅସ୍ତ୍ରଶସ୍ତ୍ର କାରବାର, ୨୦ ଜଣ PFI ନେତାଙ୍କ ବିରୋଧରେ NIA ଆଣିଛି ଅଭିଯୋଗ

ନୂଆଦିଲ୍ଲୀ: ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFI) ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ସବୁଠାରୁ ବଡ଼ ବିପଦ। ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଦିଲ୍ଲୀର ଏକ କୋର୍ଟରେ PFI ନେତୃତ୍ୱ ମାମଲାର ଅଭିଯୋଗ ଉପରେ ଯୁକ୍ତି ଶେଷ କରି କହିଛି ଯେ PFI ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ସବୁଠାରୁ ବଡ଼ ବିପଦ।…

Air India Flight: ମଝି ଆକାଶରେ ଫେଲ୍ ହେଲା ଦିଲ୍ଲୀରୁ ଉଡାଣ ଭରିଥିବା ଏୟାର ଇଣ୍ଡିଆ ବିମାନ ଇଞ୍ଜିନ

ନୂଆଦିଲ୍ଲୀ: ମଝି ଆକାଶରେ ଫେଲ୍ ହେଲା ଇଞ୍ଜିନ, ଅଚାନକ ଫେରି ଆସିଲା ବିମାନ। ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ସହ ଘଟିଛି ଏଭଳି ଘଟଣା। ଏହି ବିମାନ ଜରୁରୀକାଳୀନ ଅବତରଣ କରିଛି। ଆଜି ସକାଳ ୬ଟା ୧୦ ମିନିଟରେ AI-887 ବିମାନଟି ଦିଲ୍ଲୀ ବିମାନ ବନ୍ଦରରୁ ମୁମ୍ବାଇ…

ମାଓବାଦୀଙ୍କୁ ଧରାଇବାକୁ ପୋଷ୍ଟର ମାରିଲା ପୋଲିସ, ୧୮ ଟପ୍ ନେତାଙ୍କ ନାଁରେ ରହିଛି ଏତିକି ପୁରସ୍କାର ରାଶି…

କନ୍ଧମାଳ: ମାଓବାଦୀଙ୍କୁ ଧରିବାକୁ ମାଓ ପ୍ରବଣ କନ୍ଧମାଳ ଜିଲ୍ଲାର କୋଟଗଡ଼ ଓ ବାଲିଗୁଡାରେ ପୋଷ୍ଟର ଲଗାଇଲା ପୋଲିସ । ୧୮ ଜଣ ଟପ୍ ମାଓନେତାଙ୍କ ନାଁରେ ପୋଷ୍ଟର ଲଗାଯାଇଛି । ସେମାନଙ୍କ ନାଁରେ ୮ କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ସୂଚନା ରହିଛି । ପୋଷ୍ଟରରେ ଦୁଇଟି…

ବିଜେଡିର କିଏ ହେବ ଉତ୍ତରାଧିକାରୀ ସେନେଇ ପୁଣି କଟାକ୍ଷ କଲେ ଶ୍ରୀମୟୀ

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ସୋସିଆଲ୍ ମିଡିଆରେ ବିଜେଡିକୁ କଟାକ୍ଷ କଲେ ନେତ୍ରୀ ଶ୍ରୀମୟୀ ମିଶ୍ର । ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ନେଇ ପ୍ରଶ୍ନ ଉଠାଇଲେ ଶ୍ରୀମୟୀ । ବିଜେଡିର ଉତ୍ତରାଧିକାରୀ ଟଣାଓଟରାକୁ ନେଇ କଲେ ଆକ୍ଷେପ । ବିଜେଡି ଯୁବନେତାଙ୍କ ବଣଭୋଜିର…

Cold Wave: ରାଜ୍ୟରେ ଜାରି ରହିବ ଶୀତ, ରାତି ତାପମାତ୍ରା ସାମାନ୍ୟ ପ୍ରାୟ ୧ ଡିଗ୍ରୀ ଯାଏ ବଢ଼ିପାରେ…

ଭୁବନେଶ୍ୱର: ଜାଡରେ ଥରହର ସାରା ଓଡିଶା । ଏଭଳି ପରିସ୍ଥିତି ଆଗକୁ ମଧ୍ୟ ଜାରି ରହିବ । ରାତି ତାପମାତ୍ରା ସାମାନ୍ୟ ପ୍ରାୟ ୧ ଡିଗ୍ରୀ ଯାଏ ବଢ଼ିପାରେ । ୩୦ ତାରିଖ ବେଳକୁ କିଛି ସ୍ଥାନରେ ଅଧିକ ଶୀତ ହେବନି ଓ ପାଗ ଆରାମଦାୟକ ରହିବ ବୋଲି ପୂର୍ବାନୁମାନ କରଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ବଡ ବୟାନ…

ପୁରୀ: ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପୁଣି ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜ । ସେ କହିଛନ୍ତି ଯେ, ଇସ୍କନର ଅଦିନିଆ ରଥଯାତ୍ରା ଏକପ୍ରକାର ଅପପ୍ରଚାର । ଏଭଳି କରିବା ଦ୍ବାରା ଏକ ଖରାପ ପରମ୍ପରା ସୃଷ୍ଟି ହେଉଛି । ଶାସ୍ତ୍ର ମତ ଅନୁଯାୟୀ ରଥଯାତ୍ରା ପାଳନ ହେବା ଉଚିତ ।…

ରାତି ଅଧରେ ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ

ଅନୁଗୁଳ: ସାଇବର ଥାନା ଇନ୍ସପେକ୍ଟର ଖଲେଶ୍ୱର ସେଠୀଙ୍କୁ ହତ୍ୟା ଉଦ୍ୟମ । ବୁଢ଼ୀ ଠାକୁରାଣୀ ଛକ ନିକଟରେ ରାତି ଅଧରେ ହତ୍ୟା ଉଦ୍ୟମ କଲେ ଦୁର୍ବୃତ୍ତ । ଗତ ୧୮ ତାରିଖରେ ଡ୍ୟୁଟିରୁ ଫେରିବା ବେଳେ ଗାଡ଼ି ଚଢାଇ ମାରିବାକୁ ଉଦ୍ୟମ କରିଛନ୍ତି ଏହି ଦୁର୍ବୁତ୍ତ ମାନେ । ବସ୍ ଚଢାଇ ହତ୍ୟା ଉଦ୍ୟମ…

Aravalli Hills: ‘୯୦ ପ୍ରତିଶତରୁ ଅଧିକ ଅଞ୍ଚଳ ସୁରକ୍ଷିତ’…ଆରାବଳୀ ବିବାଦକୁ ନେଇ କହିଲେ ପରିବେଶ…

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ରବିବାର ଆରାବଳୀ ପର୍ବତମାଳାକୁ ନେଇ ଚାଲିଥିବା ବିତର୍କ ଏବଂ ଦ୍ୱନ୍ଦ୍ୱକୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଆରାବଳୀ ପର୍ବତମାଳା ଅଞ୍ଚଳରେ କୌଣସି କୋହଳ ଗ୍ରହଣ କରାଯାଇ ନାହିଁ। ସରକାର…

୭୦ ହଜାର ଦାଦାବଟି ଆଦାୟ ଅଭିଯୋଗରେ ୨ ଗିରଫ

ବ୍ରହ୍ମପୁର:ବନ୍ଧୁକ ମୁନରେ ୭୦ ହଜାର ଟଙ୍କା ଦାଦାବଟି ଆଦାୟ କରିବା ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ । ବ୍ରହ୍ମପୁର ଟାଉନ ଥାନା ପୋଲିସ ସେମାନଙ୍କ ଠାରୁ ବନ୍ଧୁକ, ଖଣ୍ଡା, ମୋବାଇଲ ଫୋନ ଏବଂ ଟିଭିଏସ୍ ଦୁଇ ଚକିଆ ଗାଡ଼ି ଜବତ କରିଛି । ଦୁଇ ଅଭିଯୁକ୍ତ ହେଲେ ଶୁଭମ ମାଝି ଓ ଆଲୋକ ମଲ୍ଲିକ୍।…