Latest Odisha News

BREAKING NEWS

ଅଶୋକ ପଟ୍ଟନାୟକ ସ୍ମାରକୀ କ୍ରୀଡ଼ା ପ୍ରତିଯୋଗିତା: ସମୀକ୍ଷା, ଶୁଭଲକ୍ଷ୍ମୀ, ସୁରେଶ, ସର୍ବେଶ୍ବର, ସୁକେଶ, ଶକ୍ତି,…

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ପକ୍ଷରୁ ଅଶୋକ ପଟ୍ଟନାୟକ ସ୍ମାରକୀ କ୍ରୀଡ଼ା ପ୍ରତିଯୋଗିତା ମଙ୍ଗଳବାର ଉତ୍କଳ କରାଟେ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ଣରେ ସ୍ବର୍ଗତ କ୍ରୀଡ଼ା ସାମ୍ବାଦିକ ଅଶୋକ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ପରେ…

ଗାଲେ ଟେଷ୍ଟ: ଜିତିବା ପାଇଁ ଭାରତକୁ ଆବଶ୍ୟକ ୬ ୱିକେଟ

ଗାଲେ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ଏବେ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି । ଗାଲେ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତୀୟ ଦଳ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ନିଜର ପଲଡା ଭାରି ରଖିଛି । ୩୭୨ ରନ୍‌ର ବଡ଼…

CJP ଆନ୍ଦୋଳନ ବେଳେ ହିଂସା: ତଦନ୍ତ କରିବ ହାଇପାୱାର ପ୍ୟାନେଲ୍

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରରେ ପ୍ରତିବାଦ କରୁଥିବା ଛାତ୍ରଙ୍କ ପ୍ରତି ହୋଇଥିବା ନିର୍ମମ ବ୍ୟବହାର ସମ୍ପର୍କିତ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏକ ବଡ଼ ନଷ୍ପତ୍ତି ଶୁଣାଇଛନ୍ତି। ଏହି ମାମଲାର ତଦନ୍ତ କରିବ ହାଇପାୱାର ପ୍ୟାନେଲ୍। ଉଚ୍ଚକ୍ଷମତା ସଂପନ୍ନ ପ୍ୟାନେଲ୍ ଗଠନ ପାଇଁ…

ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ, ବିପଦ ଘେରରେ ଜନଜୀବନ

ଭୁବନେଶ୍ୱର: ବର୍ଷାରେ ବେହାଲ ଉତ୍ତର ଓଡ଼ିଶା। ଚାଲିଆଡେ କେବଳ ପାଣି ଆଉ ପାଣି। ଜଳ ପ୍ରଳୟ କରୁଛି ଜଳକା। ଗତ ଦେଢ଼ ମାସ ମଧ୍ୟରେ ଓଡ଼ିଶାରେ ଷଷ୍ଠ ଲଘୁଚାପ ସୃଷ୍ଟି ହୋଇଛି। ଏକାକାର ହୋଇଛି ନଦୀନାଳ ରାସ୍ତାଘାଟ। ବୁଡ଼ିଯାଇଛି ଉତ୍ତର ଓଡ଼ିଶା। ଏକାଧିକ ବ୍ଲକ ଜଳବନ୍ଦୀ। ଭଦ୍ରକ ଓ ଯାଜପୁର…

ଜେଲ୍‌ରେ ବନ୍ଦୀ ଇମ୍ରାନ୍‌ ଖାନ୍‌ଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପାକିସ୍ତାନର ଜେଲରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ତାଙ୍କ ପରିବାର, ଆଇନଜୀବୀଙ୍କ ଆନ୍ଦୋଳନ ପରେ, କୋର୍ଟ ଇମ୍ରାନଙ୍କୁ ରାୱଲପିଣ୍ଡିର ଆଡିଆଲା ଜେଲରୁ…

ପୁଣି ଘୁଞ୍ଚିଲା ନୂଆ ଡିଜିପି ଚୟନ ଶୁଣାଣି: ପକ୍ଷ ରଖିଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଓଡ଼ିଶା ଡିଜିପି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପିଆଇଏଲ ପ୍ରସଙ୍ଗ। ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ। ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। କୋର୍ଟରେ ନିଜ ପକ୍ଷ ରଖିଛନ୍ତି…

ପୁଣି ଲାଞ୍ଚ ନେଇ ଗିରଫ ହେଲେ ଆରଆଇ ବାବୁ

ମାଲକାନଗିରି: ଝରାପାଲ୍ଲି ରାଜସ୍ୱ ନିରୀକ୍ଷକ ସୁରଜ ବାଲାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରାଯାଇଛି । ଜଣେ ଯୁବକଙ୍କ ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ସୁରଜ ବାଲା ୮ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ…

ପୁଣି ବାପା ହେଲେ ଗ୍ଲେନ୍ ମ୍ୟାକ୍ସୱେଲ୍: ଘରକୁ ଆସିଲା କନ୍ୟା ରତ୍ନ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ତାରକା ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ଏବଂ ତାଙ୍କ ପତ୍ନୀ ଭିନି ରମଣଙ୍କ ଘରକୁ ଆସିଛି ନୂଆ ଅତିଥି । ପୁଣି ଥରେ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଏହି ଦମ୍ପତି । ଭିନି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ମଙ୍ଗଳବାର ସୋସିଆଲ ମିଡିଆ…

Jaish-e-Mohammed: ଆତଙ୍କୀ ଜଫରର ବଡ଼ ଖୁଲାସା, ପାକିସ୍ତାନରୁ ଭାରତ…ମସୁଦ ଅଜହର ସହ ମିଶି କରୁଥିଲା ଏହି ଷଡ଼ଯନ୍ତ୍ର!

ନୂଆଦିଲ୍ଲୀ: ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଅଭିଯୁକ୍ତ ଆତଙ୍କୀ ମହମ୍ମଦ ଜଫରକୁ ଉତ୍ତରପ୍ରଦେଶର ମେରଠରୁ ଗିରଫ କରିବା ପରେ ତଦନ୍ତକାରୀ ସଂସ୍ଥା ହାତରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଲାଗିଛି। ଏଟିଏସ୍‌ର ପ୍ରାଥମିକ ପଚରାଉଚରାରେ ଜଣାପଡ଼ିଛି ଯେ ଜଫର ପଶ୍ଚିମ ଉତ୍ତରପ୍ରଦେଶର ବିଭିନ୍ନ ମଦ୍ରାସାକୁ କେନ୍ଦ୍ର…

Death Row Convicts: ଫାଶୀ ବଦଳରେ ବିଷ ଇଞ୍ଜେକ୍ସନରେ ମୃତ୍ୟୁଦଣ୍ଡ? ବଡ଼ ଦାବି ଉପରେ ସୁପ୍ରିମକୋର୍ଟଙ୍କ ବଡ଼…

ନୂଆଦିଲ୍ଲୀ: ଭାରତରେ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବାର ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଯାଚିକା ଉପରେ ବଡ଼ ନିଷ୍ପତ୍ତି ଆସିଛି। ଦୋଷୀଙ୍କୁ ଫାଶୀ ଦେବା ପରିବର୍ତ୍ତେ ଲେଥାଲ୍ ଇଞ୍ଜେକ୍ସନ ଭଳି କମ୍ ଯନ୍ତ୍ରଣାଦାୟକ ଉପାୟରେ ମୃତ୍ୟୁଦଣ୍ଡ ଦେବା ଦାବିକୁ…