ସାଇ ଆଙ୍ଗନ କନ୍ଫ୍ଲୁଏନ୍ସ-୨୦୨୬ ଅନୁଷ୍ଠିତ; ଜଲୱା ଦେଖାଇଲେ କୁନିକୁନି ପିଲା
ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ପ୍ଳେ ସ୍କୁଲ୍ ସାଇ ଆଙ୍ଗନ୍ର ସାଂସ୍କୃତିକ ବାର୍ଷିକ ଉତ୍ସବ କନ୍ଫ୍ଲୁଏନ୍ସ-୨୦୨୬ ଇନ୍ଦ୍ରପ୍ରସ୍ଥ ଅଡିଟୋରିଅମ୍ରେ ଫେବୃୟାରୀ ୫ରୁ ୭ ତିନିଦିନ ଧରି ଚାଲିଥିଲା। ଏଜୁକେଶନ୍ୱାର୍ଲ୍ଡ ଇଣ୍ଡିଆ ରାଙ୍କିଙ୍ଗ୍ ୨୦୨୬ ସାଇ ଆଙ୍ଗନକୁ ଲଗାତର ଅଷ୍ଟମ ଥର…