Raurkela Floods:ଷ୍ଟିଲ୍ସିଟି ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି;ସରକାରଙ୍କୁ ସମାଲୋଚନା କଲେ ନବୀନ
ଭୁବନେଶ୍ବର: ରାଉରକେଲାରେ ବର୍ଷାର ତାଣ୍ଡବ। ରାଉରକେଲା ସହର ଏବେ ଜଳବନ୍ଦୀ ରହିଛି । ସହରବାସୀ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ…