Latest Odisha News

BREAKING NEWS

କେନ୍ଦ୍ର ବଜେଟ୍ ଓଡ଼ିଶା ପାଇଁ ବିକାଶର ନୂତନ ଦ୍ୱାର ଖୋଲିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭କୁ 'ବିକଶିତ ଭାରତ' ଗଠନର ଏକ ବଳିଷ୍ଠ ଆଧାର ବୋଲି ଅଭିହିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ସବକା ସାଥ୍,…

ଶାହରୁଖ, ଆମିର ଓ ସଲମାନଙ୍କୁ ନେଇ କାହିଁକି ଏମିତି କହିଲେ ଅଭିନେତା ଇମ୍ରାନ ଖାନ

ମୁମ୍ବାଇ: ଅଭିନେତା ଇମ୍ରାନ ଖାନ ବର୍ତ୍ତମାନ ପୁଣିଥରେ ବଲିଉଡ୍ କୁ କମବ୍ୟାକ କରିବା ନେଇ ଚର୍ଚ୍ଚା ଜୋର ଧରିଛି।ସେ ଆଜିକାଲି ଅନେକ ସାକ୍ଷାତକାରରେ ମଧ୍ୟ ଯୋଗ ଦେଉଛନ୍ତି। ତେବେ ଏକ ସାକ୍ଷାତକାରରେ ତାଙ୍କୁ ଯେତେବେଳେ ବଲିଉଡର ତିନି ଖାନ ଶାହରୁଖ ଖାନ, ଆମିର ଖାନ ଏବଂ ସଲମାନ ଖାନଙ୍କ ବିଷୟରେ…

ପୁଣି ଆକ୍ସନ ସିନରେ ନଜର ଆସିବେ ସନ୍ନି ଦେଓଲ, ଏହି ନିର୍ଦ୍ଦେଶକଙ୍କ ସହ କରିବେ…

ମୁମ୍ବାଇ: ସନ୍ନି ଦେଓଲଙ୍କ ଫିଲ୍ମ "ବର୍ଡର ୨" ରିଲିଜ୍ ହେବା ପରଠାରୁ ବକ୍ସ ଅଫିସ୍ ରେ ଭଲ କଲେକ୍ସନ କରିଚାଲିଛି। ଏହା ମଧ୍ୟରେ ସନ୍ନି ଦେଓଲ ଆଉ ଏକ ଆକ୍ସନ ଥ୍ରୀଲର ଫିଲ୍ମ ପାଇଁ  ପ୍ରସ୍ତୁତ ହେବାରେ ଲାଗିଛନ୍ତି। "କିଲ୍" ନିର୍ଦ୍ଦେଶକ ନିଖିଲ ନାଗେଶ ଭଟ୍ଟଙ୍କ ସହ ମିଶି ସନ୍ନି ଦେଓଲ କାମ…

Swing Collapses: ମେଳାରେ ଭାଙ୍ଗିଲା ଝୁଲା;ଜଣେ ଇନ୍ସପେକ୍ଟରଙ୍କ ମୃତ୍ୟୁ,୧୨ ଆହତ

ଚଣ୍ଡିଗଡ: ହରିୟାଣାର ଫରିଦାବାଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସୁରଜକୁଣ୍ଡ ମେଳାରେ ଏକ ଝୁଲା ହଠାତ୍ ଭାଙ୍ଗି ପଡ଼ିଛି । ଫଳରେ ପଲୱାଲର ବାସିନ୍ଦା ଇନ୍ସପେକ୍ଟର ଜଗଦୀଶ ପ୍ରସାଦଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଫରିଦାବାଦର ସୁରଜକୁଣ୍ଡ ମେଳାରେ ଏକ ଦୋଳି ଡଙ୍ଗା ହଠାତ୍…

Naxalites Surrender: ‘ଲାଲ ଆତଙ୍କ’ଉପରେ ଶକ୍ତ ପ୍ରହାର;୫୧ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ରାୟପୁର:ଆଜି ବସ୍ତରରେ ମାଓବାଦୀ ସଂଗଠନକୁ ଲାଗିଲା ବଡ ଝଟକା। ୫୧ ଜଣ ମାଓବାଦୀ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ସୁକମାରେ ୨୧ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ, ବିଜାପୁରରେ ୩୦ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରି ସମ୍ବିଧାନ…

ଟି୨୦ ବିଶ୍ୱକପ: ବ୍ୟାଟିଂ ବିପର୍ଯ୍ୟୟ ପରେ ସୂର୍ଯ୍ୟକୁମାରଙ୍କ ଆକର୍ଷଣୀୟ ଇନିଂସ

ୱାଙ୍ଖେଡ: ଚଳିତ ଟି୨୦ ବିଶ୍ୱକପରେ ଆମେରିକା ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିଛି । ଗ୍ରୁପ ଏର ଏହି ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ସୂର୍ଯ୍ୟକୁମାର ଯାଦବଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ଆମେରିକା ସମ୍ମୁଖରେ ୧୬୧ ରନର ଲକ୍ଷ୍ୟ ରଖିଛି । ଟସ ଜିତି ଆମେରିକା ପ୍ରଥମେ…

ବଜେଟ ଯୋଗୁ ଅଟକିଲା କ୍ରିଶ ୪

ମୁମ୍ବାଇ: ବଲିଉଡର ଲୋକପ୍ରିୟ ସୁପରହୀରୋ ଫିଲ୍ମ କ୍ରିଶ ୪କୁ ଏକ ନୈରାଶ୍ୟଜନକ ଖବର ସମ୍ମୁଖକୁ ଆସିଛି । ଦୀର୍ଘ ଦିନ ହେବ ଫିଲ୍ମର ପ୍ରସ୍ତୁତି ଚାଲିଥିଲେ ମଧ୍ୟ ଏବେ ଏହାକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି । ଏହାର ପ୍ରଥମ ୩ଟି ସଂସ୍କରଣ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏହାର ହୀରୋ…

ସୁଡାନରେ ଗୃହଯୁଦ୍ଧ; ଆରଏସଏଫ ଆକ୍ରମଣରେ ୨୪ ମୃତ

ସୁଡାନ: ସୁଡାନରେ ତିନି ବର୍ଷ ଧରି ଚାଲିଥିବା ଗୃହଯୁଦ୍ଧ ଦେଶର ମାନବିକ ସଙ୍କଟକୁ ଆହୁରି ତୀବ୍ର କରୁଛି। ସେନା ଏବଂ ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ମଧ୍ୟରେ ଚାଲିଥିବା ସଂଘର୍ଷ ଦେଶର ରାଜନୈତିକ ସ୍ୱଚ୍ଛତାକୁ ସମ୍ପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ କରିଛି। ଏହାରି ମଧ୍ୟରେ ଶନିବାର ସୁଡାନର ଉତ୍ତର…

ଥମୁନି ଯାତ୍ରା କଳି; ନାଣ୍ଡୁ ବାବୁ, ସାଇ ଓ ପାୟଲଙ୍କ ନାଁରେ ଏତଲା ଦେଲା କମିଟି

ଭୁବନେଶ୍ବର:ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳ ଏବଂ ଅଭିନେତା ସାଇ ସତ୍ୟଜିତ୍, ଅଭିନେତ୍ରୀ ପାୟଲଙ୍କ ନାଁରେ FIR । ଖଣ୍ଡଗିରି ଥାନାରେ ଏତଲା ଦେଲା ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ । ଆର୍ଥିକ କ୍ଷତି ଓ ବଦନାମ ସହିବା ଅସହ୍ୟ ହେବାରୁ ହରେକୃଷ୍ଣ ମହତାବ…

ଦୋସ୍ତ୍ ଦୋସ୍ତ୍ ନା ରାହା: ଭାରତ-ଆମେରିକା ଟ୍ରେଡ୍ ଡ଼ିଲକୁ ନେଇ ଚିହିଁକିଲା କଂଗ୍ରେସ

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଘୋଷଣା ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିକୁ ନେଇ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ…