ବାଇକକୁ ଘୋଷାଡି ନେଲା ଟ୍ରକ; ବାପାଙ୍କ ସହ ଚାଲିଗଲା ୨ ପୁଅଙ୍କ ଜୀବନ
ନବରଙ୍ଗପୁର: ଟ୍ରକ ବାଇକ୍ ଉପରେ ଚଢ଼ିଯିବ ଫଳରେ ବାପାଙ୍କ ସହ ୨ ପୁଅଙ୍କ ମୃତ୍ୟୁ ଘଟିଛି । ମା’ ଏବଂ ଆଉ ଜଣେ ୧୦ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଦେଓଭରଣ୍ଡୀ ଠାରେ ।
ଆହତ ମା’ ପୁଅଙ୍କୁ ପ୍ରଥମେ ହାଟଭରଣ୍ଡୀ ଗୋଷ୍ଟୀ…