ରାଜ୍ୟ ପ୍ରଶାସନର ହେବ ଆଧୁନିକୀକରଣ, ମୋହନ ସରକାର କିଣିବେ AI ଉପକରଣ
ଭୁବନେଶ୍ୱର: ସେମିକଣ୍ଡକଟର ପରେ ଏଆଇ (AI) କୁ ଗୁରୁତ୍ବ । ମୋହନ ସରକାରଙ୍କ ଫୋକସରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ । ପ୍ରଶାସନିକ ଦକ୍ଷତାକୁ ସୁଦୃଢ଼ କରିବା ଏବଂ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ସମସ୍ତ ବିଭାଗକୁ ଏଆଇ ଉପକରଣ କିଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।…