Latest Odisha News

BREAKING NEWS

Women’s Hockey Asia Cup: ଏସିଆ କପ ଫାଇନାଲରେ ଭାରତ; ଆଜି ଏହି ଦଳ ସହ ଟାଇଟଲ ଲଢେଇ

ନୂଆଦିଲ୍ଲୀ: ମହିଳା ହକି ଏସିଆ କପ୍ ୨୦୨୫ ର ଫାଇନାଲରେ ଭାରତ ନିଜର ସ୍ଥାନ ପକ୍କା କରିଛି। ଭାରତୀୟ ଦଳ ଆଜି (୧୪ ସେପ୍ଟେମ୍ବର) ଫାଇନାଲ ମ୍ୟାଚ ରେ ଆୟୋଜକ ଦଳ ଚୀନକୁ ଭେଟିବ। ଶନିବାର ଦିନ ଭାରତୀୟ ମହିଳା ହକି ଦଳ ଜାପାନ ବିପକ୍ଷରେ ସୁପର-୪ ମ୍ୟାଚ୍ ରେ ଚମତ୍କାର ପ୍ରଦର୍ଶନ କରିଥିଲା ​​ଏବଂ ୧-୧…

‘ପୋଲିସ ବଳରେ କ୍ରୀଡା ପ୍ରତିଯୋଗିତା ସୁସ୍ଥ, ଶୃଙ୍ଖଳିତ ଓ ପ୍ରେରଣାଦାୟକ ପରିବେଶ ଗଠନ କରୁଛି’

କେନ୍ଦୁଝର: ୭୮ତମ ରାଜ୍ୟ ପୋଲିସ ପୁରୁଷ କବାଡି ଚାମ୍ପିୟାନସିପ୍ ଓ ଦଶମ ପୋଲିସ ହ୍ୟାଣ୍ଡବଲ ଚାମ୍ପିୟାନସିପ୍ ଉଦ୍‌ଯାପନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ । ଏହି ଅବସରରେ କହିଥିଲେ ଯେ, ଓଡ଼ିଶା ପୋଲିସର ଖେଳାଳିମାନେ ବିଭିନ୍ନ ଆଥଲେଟିକ୍ସ ଗେମରେ ସେମାନଙ୍କର ଉତ୍କୃଷ୍ଟ…

ଏକ୍ ପେଡ୍ ମା’ କେ ନାମ୍ ୨.୦: ‘ରାଜ୍ୟବ୍ୟାପୀ ମୋଟ ୭.୫ କୋଟି ଗଛ ଲଗାଇବାକୁ ଆମେ ଲକ୍ଷ୍ୟ ରଖିଛୁ’

ଭୁବନେଶ୍ବର: ଦୁନିଆର ସବୁଠୁ ବଡ଼ ଆଶୀର୍ବାଦ ହେଉଛି ମା'। ନିଜ ଜନ୍ମଦାତ୍ରୀ ମା' ଭଳି ଧରିତ୍ରୀ ମଧ୍ୟ ଆମର ଆଉ ଏକ ମା'। ନିଜ ମା' ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପ୍ରଦର୍ଶନ କରିବା ସହିତ, ଧରିତ୍ରୀ ମା'ର ସୁରକ୍ଷା ଲାଗି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ 'ଏକ୍ ପେଡ୍ ମା' କେ…

AIIMS Bhubaneswar: ପୂର୍ବ ଭାରତରେ ଶ୍ରେଷ୍ଠ ମେଡିକାଲ୍ କଲେଜର ମାନ୍ୟତା ହାସଲ କଲା ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର: ରାଜ୍ୟ ତଥା ସମଗ୍ର ପୂର୍ବ ଭାରତ ପାଇଁ ପୁଣିଥରେ ସଫଳତା ଆଣିଦେଇଛି ଏମ୍ସ ଭୁବନେଶ୍ୱର। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ)ରେ ଏମ୍ସ ଭୁବନେଶ୍ୱରକୁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ ୧୪ତମ ସ୍ଥାନ…

Vaishno Devi Yatra Postponed: ପୁଣି ସ୍ଥଗିତ ହେଲା ମା’ ବୈଷ୍ଣୋ ଦେବୀଙ୍କ ଯାତ୍ରା, ଭକ୍ତ ନିରାଶ..

ଜମ୍ମୁ: ଗତ କିଛି ଦିନ ଧରି ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଜମ୍ମୁର କଟରାରେ ମାଆ ବୈଷ୍ଣୋ ଦେବୀଙ୍କ ଯାତ୍ରା ସ୍ଥଗିତ ରଖାଯାଇଥିଲା । ୧୯ ଦିନ ପରେ ବହୁ ପ୍ରତୀକ୍ଷିତ ମାଆ ବୈଷ୍ଣୋ ଦେବୀ ଯାତ୍ରା ରବିବାରଠାରୁ ଆରମ୍ଭ ହେବାର ଥିଲା, କିନ୍ତୁ ପୁନର୍ବାର ଯାତ୍ରାକୁ ପରବର୍ତ୍ତୀ ନିର୍ଦ୍ଦେଶ…

ଓଡିଶା ପ୍ରୋ ଟି୨୦ ଲିଗ: ଆସନ୍ତୁ ନଜର ପକାଇବା ୬ଟି ଟିମର ଖେଳାଳିଙ୍କ ଉପରେ

କଟକ: ଓଡିଶା ପ୍ରୋ ଟି୨୦ ଲିଗ ତାର ଉଦଘାଟନୀ ସଂସ୍କରଣରେ କ୍ରିକେଟପ୍ରେମୀଙ୍କୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି । ସେପ୍ଟମ୍ବର ୧୭ରୁ ଏହି ଲିଗ ଆରମ୍ଭ ହେବ । ଏହାର ଫାଇନାଲ ମ୍ୟାଚ ୨୬ରେ ଖେଳାଯିବ । ଇତି ମଧ୍ୟରେ ୬ଟି ଟିମର ନାମ ଘୋଷଣା କରାଯାଇ ସାରିଛି । ଟିମଗୁଡିକ ହେଲା- କଟକ…

ରାଜ୍ୟ ଗୃହିଣୀ ସମାଜ ସମ୍ପାଦିକା ଇନ୍ଦିରା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ରାଜ୍ୟ ଗୃହିଣୀ ସମାଜ ସମ୍ପାଦିକା ତଥା ବିଶିଷ୍ଟ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକଙ୍କ ଧର୍ମପତ୍ନୀ ଇନ୍ଦିରା ପଟ୍ଟନାୟକଙ୍କ ଦେହାନ୍ତ । ଶନିବାର ସକାଳ ୭ଟା ସମୟରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ୧୦ ଦିନ ହେବ ରାଜଧାନୀର ଏକ…

ପାକିସ୍ତାନ ବିପକ୍ଷରେ ପ୍ରଥମ ଟି୨୦ ମ୍ୟାଚ ଖେଳିବେ ଭାରତର ଏହି ୫ ଖେଳାଳି

ଦୁବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ କ୍ରିକେଟର ହାଇ ଭୋଲଟେଜ ମୁକାବିଲା ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ । କ୍ରିକେଟପ୍ରେମୀ ଏହି ମ୍ୟାଚକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ବର୍ତମାନର ଫର୍ମ ବିଚାରକୁ ନେଲେ ଭାରତର ପଲା ଭାରୀ ରହିଛି । ଏହି ମ୍ୟାଚରେ ଭାରତର ୫ଜଣ ଖେଳାଳି…

‘ଚଳିତବର୍ଷ କାର୍ତ୍ତିକରେ ମହାପ୍ରସାଦ ପ୍ରସ୍ତୁତି ନେଇ ଉପୁଜିପାରେ ସମସ୍ୟା’

ପୁରୀ: ଆଗକୁ ଆସୁଛି ମହାକାର୍ତ୍ତିକ ମାସ । ଶ୍ରୀକ୍ଷେତ୍ରରେ ଏକ ମାସ ଧରି ହବିଷ୍ୟାଳିଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେବ l ଏହି ସମୟରେ ସରକାରଙ୍କ ଦ୍ୱାରା ହବିଷ୍ୟାଳି ଯୋଜନାରେ ମାଆ ମାନଙ୍କ ସୁବିଧାରେ ରହଣି ଠାରୁ ଆରମ୍ଭ କରି ପୂଜାର୍ଚ୍ଚନା, ମହାପ୍ରସାଦ ସେବନ, ମେଡିକାଲ ସୁବିଧା ଓ ପିଇବା…

ହଂକଂ ଓପନ ଫାଇନାଲରେ ଲକ୍ଷ୍ୟ ସେନ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ହଂକଂ ଓପନ ସୁପର ୫୦୦ର ଫାଇନାଲରେ ପ୍ରବେଶ କରିଛନ୍ତି । ଚାଇନିଜ ତାଇପେର ଶୋଉ ସିଏନ ଚେନଙ୍କୁ ସେ ସେମିଫାଇନାଲରେ ୨୩-୨୧ ଓ ୨୨-୨୦ରେ ପରାସ୍ତ କରିଥିଲେ । ୨ଟି ଯାକ ଗେମ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ୩୫ ବର୍ଷୀୟ ଶୋଉ ସାମାନ୍ୟ…