ପ୍ରବଳ ଝଡ଼ରେ ଭାଙ୍ଗିଲା ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’
ନୂଆଦିଲ୍ଲୀ: ବ୍ରାଜିଲରେ ପ୍ରବଳ ଝଡ଼ ଯୋଗୁ ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଏକ ୨୪ ମିଟର ଉଚ୍ଚ ପ୍ରତିକୃତି ଭୁଶୁଡ଼ି ପଡ଼ିଛି। ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଏହି ପ୍ରତିକୃତିକୁ ଦକ୍ଷିଣ ବ୍ରାଜିଲର ଗୁଆଇବା ସହରସ୍ଥିତ ହାଭାନ୍ ମେଗାଷ୍ଟୋର ବାହାରେ ରଖାଯାଇଥିଲା। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି।…