Latest Odisha News

BREAKING NEWS

ସରକାରଙ୍କ କଡ଼ା ଆଭିମୁଖ୍ୟ, କଲେଜରେ ସକ୍ରିୟ ହେବ ଆଣ୍ଟି-ରାଗିଂ ସ୍କ୍ୱାଡ୍

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ କ୍ୟାମ୍ପସ ପରିବେଶ ସୃଷ୍ଟି କରିବା ପାଇଁ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ବାଧ୍ୟତାମୂଳକ ସୁରକ୍ଷା କମିଟି ଏବଂ ଆଣ୍ଟି-ରାଗିଂ ବ୍ୟବସ୍ଥା ଗଠନ କିମ୍ବା…

Independence Day 2026: ଲାଲକିଲ୍ଲାରେ ପ୍ରଥମ ଥର ଗୁଞ୍ଜରିତ ହେବ ‘ବନ୍ଦେ ମାତରମ୍’, Gen-Zଙ୍କୁ ବିଶେଷ ନିମନ୍ତ୍ରଣ

ନୂଆଦିଲ୍ଲୀ: ୨୦୨୬ ଅଗଷ୍ଟ ୧୫ରେ ଭାରତ ପାଳନ କରିବ ୮୦ତମ ସ୍ୱାଧୀନତା ଦିବସ। ଚଳିତବର୍ଷ ଦିଲ୍ଲୀର ଲାଲକିଲ୍ଲାରେ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର ରହିବ। ପ୍ରଥମଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ଗୁଞ୍ଜରିତ ହେବ ଦେଶର ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’।…

Jharkhand Bandh: ଛାତ୍ରଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦ, ରାସ୍ତାକୁ ଓହ୍ଲାଇଲା ବିଜେପି

ରାଞ୍ଚି: ରାଞ୍ଚିରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦରେ ବିଜେପି ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦେଇଛି। ରାଜ୍ୟ ସଭାପତି ଆଦିତ୍ୟ ସାହୁ, ବିଜେପି ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡିଙ୍କ ଉପସ୍ଥିତିରେ ଏହି ବନ୍ଦ ଘୋଷଣା କରାଯାଇଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ୩୦୦୦ ସୁରକ୍ଷା…

ସ୍କୁଲ ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୨୫ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଜୈସଲମେରର ଧାଉଆ ଗ୍ରାମ ନିକଟରେ ଏକ ଏସଏମ ପବ୍ଲିକ୍ ସ୍କୁଲ ବସ୍‌ରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଛି। ଯାହା ଫଳରେ ପ୍ରାୟ ୨୫ଜଣ ପିଲା ବସ୍‌ରେ ଥିଲେ କିନ୍ତୁ ଡ୍ରାଇଭର ଠିକ୍ ସମୟ ମଧ୍ୟରେ ସେମାନଙ୍କୁ ସୁରକ୍ଷିତ ଭାବରେ ବାହାର କରିବାରେ ସଫଳ ହୋଇଥିଲେ। ପୌରପାଳିକା…

Russia-India Train: ରୁଷରୁ ଭାରତ ଗଡିବ ଟ୍ରେନ୍?

ନୂଆଦିଲ୍ଲୀ: ରୁଷରୁ ଭାରତକୁ ଗଡ଼ିବ ଟ୍ରେନ! ରୁଷରୁ ଭାରତ ପର୍ଯ୍ୟନ୍ତ ଏକ ଦୀର୍ଘ ରେଳ କରିଡର ନିର୍ମାଣର ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରୁଷର ଉପପ୍ରଧାନମନ୍ତ୍ରୀ ମରାଟ ଖୁସନୁଲିନ ହିନ୍ଦ୍ ମହାସାଗର ପର୍ଯ୍ୟନ୍ତ ସିଧାସଳଖ ରେଳ ସଂଯୋଗର ସମ୍ଭାବନା ଖୋଜିବା ନେଇ ସଙ୍କେତ ଦେବା ପରେ ଏହି…

ଯାଜପୁରରେ ଗୁଳି ଫୁଟାଇ ଅଳଙ୍କାର ବ୍ୟବସାୟୀଙ୍କୁ ଲୁଟ୍, ନେଇଗଲେ ୪ କେଜି. ରୂପା…

ଭୁବନେଶ୍ବର: ଯାଜପୁର ସହରର ଯାଜପୁର ସଦର ଥାନା ଅନ୍ତର୍ଗତ ଶିବ ଛକରେ ଜଣେ ରୂପା ଅଳଙ୍କାର ଦୋକାନ ମାଲିକଙ୍କୁ ଦୁର୍ବୃତ୍ତମାନେ ଗୁଳି କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ଦୋକାନ ଲୁଟିବା ପରେ ୪ କିଲୋରୁ ଅଧିକ ରୂପା ଅଳଙ୍କାର ନେଇ ପଳାଇ ଯାଇଥିଲେ। ତେବେ ମା ମଙ୍ଗଳା…

Independence Day: ସ୍ୱାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ, ଜାଣନ୍ତୁ ଟ୍ରାଫିକ କଟକଣା…

ଭୁବନେଶ୍ୱର: ଅଗଷ୍ଟ ୧୫ରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବେ। ସୂଚନା ଅନୁଯାୟୀ, ସ୍ୱାଧୀନତା ଦିବସ ସମାରୋହରେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହ ଦେଓ ଏବଂ ପ୍ରଭାତୀ ପରିଡା ଯଥାକ୍ରମେ କଳାହାଣ୍ଡି…

କଲମ୍ବିଆରେ ଭୟଙ୍କର ଭୂମିକମ୍ପରେ ୧୧୧ ମୃତ, ଏମରଜେନ୍ସି ଘୋଷଣା…

ବୋଗୋଟା: ପଶ୍ଚିମ କଲମ୍ବିଆରେ ଏକ ଶକ୍ତିଶାଳୀ ୭.୪ ତୀବ୍ରତାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୧୧୧କୁ ବୃଦ୍ଧି ପାଇଛି। ରାଷ୍ଟ୍ରପତି ଆବେଲାର୍ଡୋ ଡେ ଲା ଏସ୍ପ୍ରିଏଲା କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟରେ ଶହ ଶହ କୋଠା କ୍ଷତିଗ୍ରସ୍ତ ହୋଇଛି ଏବଂ ଅତି କମରେ ୫୭୦ଜଣ ଆହତ ହୋଇଛନ୍ତି। ସୋମବାର…

ରାଜଧାନୀରେ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ବଙ୍ଗୀୟ ଯୁବକ ଗିରଫ

ଭୁବନେଶ୍ୱର:ଡ୍ରଗ ବିରୋଧୀ ଅଭିଯାନରେ କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟକୁ ବଡ଼ ସଫଳତା। ଭୁବନେଶ୍ୱରରେ ସ୍ପେଶାଲ କ୍ରାଇମ ୟୁନିଟ- SCU ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଛି । ଏହି ମାମଲାରେ ଜଣେ ବଙ୍ଗୀୟ ଯୁବକକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗ ମୁର୍ସିଦାବାଦ…

ଟାଇମପାସ୍ ‘ବହିବର୍ଷା’; ଲୋକାର୍ପିତ ହେଲା ୧୩ ପୁସ୍ତକ

ଭୁବନେଶ୍ୱର: ଟାଇମପାସ ପ୍ରକାଶନ ପକ୍ଷରୁ ଆୟୋଜିତ ପଞ୍ଚମ ‘ବହିବର୍ଷା’ରେ ଲୋକାର୍ପିତ ହୋଇଯାଇଛି ତେରଟି ପୁସ୍ତକ। ବର୍ଷଣମୁଖର ସଂଧ୍ୟାରେ ଅନୁଷ୍ଠିତ ଏହି ମାରାଥନ୍‍ ପୁସ୍ତକ ଲୋକାର୍ପଣ ଉତ୍ସବକୁ ଶଙ୍ଖହୁଳହୁଳି ନାଦରେ ନଡ଼ିଆ ଭାଙ୍ଗି ଉଦ୍‍ଘାଟନ କରିଥିଲେ ଦୀର୍ଘ ଚାଳିଶ ବର୍ଷ ଧରି ହିମାଳୟ…