ବଙ୍ଗଳା ବିଧାନସଭା ନିର୍ବାଚନ: ୨୯୪ ଆସନରେ ଲଢ଼ିବ କଂଗ୍ରେସ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବ। ଏହି ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଦଳ ମଧ୍ୟ ସକ୍ରିୟ ହୋଇଛି। ଏଥି ସହିତ ଦଳ ଏକ ବଡ଼ ନିଷ୍ପତ୍ତି ନେଇଛି। କଂଗ୍ରେସ କେବଳ ପଶ୍ଚିମବଙ୍ଗର ସମସ୍ତ ୨୯୪…