Hit And Run: ଭୁବନେଶ୍ୱରରେ ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ
ଭୁବନେଶ୍ୱର: ଭୁବନେଶ୍ୱରର ଆଇଗିଣୀଆ ଫ୍ଲାଏଓଭରରେ ସୋମବାର ଦିନ ଏକ ଦ୍ରୁତଗାମୀ ବସ୍ ଧକ୍କା ଦେବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ପ୍ରତ୍ୟକ୍ଷଦର୍ଶୀ ମାନେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇ ପଳାଇଯାଇଥିବା ଯାତ୍ରୀବାହୀ ଗାଡ଼ିଟିକୁ OSRTC ର ବସ୍ ବୋଲି କହିଛନ୍ତି।…