Latest Odisha News

BREAKING NEWS

ଆଗାମୀ କିଛି ବର୍ଷ ମଧ୍ୟରେ ଓଡ଼ିଶାର ଫାର୍ମା କ୍ଷେତ୍ରରେ ନୂତନ ଶିଖର ଛୁଇଁବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଫର୍ମାସ୍ୟୁଟିକାଲ ଏବଂ ମେଡିକାଲ ଡ଼ିଭାଇସ ନୀତି ୨୦୨୫ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ସ୍ଥିତ ହୋଟେଲ ତାଜ ଭିଭାନ୍ତା ଠାରେ ଆୟୋଜିତ ଓଡ଼ିଶା ଫାର୍ମା ସମ୍ମିଳନୀ ୨୦୨୫କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଗୁଣାତ୍ମକ ଔଷଧ…

India-Afghan Relations: ୩ ମାସରେ ତୃତୀୟ ଆଫଗାନିସ୍ତାନ ମନ୍ତ୍ରୀ ଆସିଲେ ଭାରତ…ଜାଣନ୍ତୁ କ’ଣ ରହିଛି…

ନୂଆଦିଲ୍ଲୀ:ଆଫଗାନିସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ମୌଲଭି ନୁର ଜଲାଲ ଜଲାଲି ଭାରତ ଗସ୍ତରେ ଅଛନ୍ତି। ସେ ଦିଲ୍ଲୀରେ ପହଞ୍ଚିଛନ୍ତି। ଗତ ତିନି ମାସ ମଧ୍ୟରେ ଏହା ଜଣେ ଆଫଗାନିସ୍ତାନ ମନ୍ତ୍ରୀଙ୍କ ତୃତୀୟ ଭାରତ ଗସ୍ତ। ତାଲିବାନର କ୍ଷମତା ବୃଦ୍ଧି ପରେ ଏହି ବିକାଶ ସୂଚାଇ ଦେଉଛି ଯେ ଉଭୟ ପକ୍ଷ…

ଆଇପିଏଲ ୨୦୨୬: ୱିକେଟ କିପର କାର୍ତିକ ଶର୍ମା ହେଲେ କୋଟିପତି

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ମିନି ଅକ୍ସନରେ ରାଜସ୍ଥାନର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ କାର୍ତିକ ଶର୍ମାଙ୍କ ଭାଗ୍ୟ ଖୋଲିଛି । ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ ୧୪.୨୦ କୋଟି ଟଙ୍କାରେ ଦଳରେ ନେଇଛି । କାର୍ତିକଙ୍କ ବେସ ପ୍ରାଇସ ୩୦ ଲକ୍ଷ ଟଙ୍କା ଥିଲା । କୋଲକାତା ନାଇଟ ରାଇଡର୍ସ,…

ପୀତବାସ ପଣ୍ଡା ହତ୍ୟା ମାମଲା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଜାମିନ୍ ଆବେଦନ ଖାରଜ କଲେ ବ୍ରହ୍ମପୁର ଏଡିଜେ-୩ କୋର୍ଟ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ,…

ଥରିବ ଓଡ଼ିଶା; ଆହୁରି ଦୁଇ ଦିନ ଯାଏଁ ଘନ କୁହୁଡ଼ି

ଭୁବନେଶ୍ୱର: ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଲାଗି ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ସୂଚନା ଦେଇଛି। ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳ ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି। ପାଣିପାଗ ସଂସ୍ଥାର ଆକଳନ ଅନୁଯାୟୀ ଆଗାମୀ…

ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ବିଦେଶୀ ଖେଳାଳି ହେଲେ ଗ୍ରୀନ

ଆବୁଧାବି: ଆଇପିଏଲ ୨୦୨୬ ମିନି ଅକ୍ସନରେ ସମସ୍ତ ଫ୍ରାଚାଇଜ ନିଜ ନିଜ ଟିମକୁ ମଜଭୁତ କରିବା ପାଇଁ ଖେଳାଳି ପଛରେ ଅର୍ଥ ଲଗାଇବାରେ ଲାଗିଛନ୍ତି । ନିଲାମରେ କାମେରୁନ ଗ୍ରୀନ ଆଇପିଏଲ ଇତିହାସର ସବୁଠାରୁ ଦାମୀ ବିଦେଶୀ ଖେଳାଳି ହୋଇଛନ୍ତି । କୋଲକାତା ନାଇଟ ରାଇଡର୍ସ ତାଙ୍କୁ ୨୫.୨୦ କୋଟି ଟଙ୍କାରେ…

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ-ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି, କଂଗ୍ରେସ କହିଲା ସତ୍ୟର ବିଜୟ ହୋଇଛି..

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ଏକ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚାର୍ଜସିଟ୍ ଉପରେ ବିଚାର କରିବାକୁ ମନା କରିଦେଇଛନ୍ତି । ଏହି ନିଷ୍ପତ୍ତିକୁ ଗାନ୍ଧୀ ପରିବାର ପାଇଁ ଆଇନଗତ ଆଶ୍ୱସ୍ତି…

୨୦ କୋଟି ଠକେଇ ଅଭିଯୋଗରେ ଦମ୍ପତି ଗିରଫ

ଭୁବନେଶ୍ୱର: ସେୟାର ବଜାର ଏବଂ ଅନ୍ୟାନ୍ୟ ନିବେଶ ଯୋଜନା ନାମରେ ୨୦ କୋଟି ଟଙ୍କାରୁ ଅଧିକ ଠକେଇ କରିଥିବା ଅଭିଯୋଗରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରୁ ଜଣେ ଦମ୍ପତିଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, କେନ୍ଦୁଝର ଆନନ୍ଦପୁର ଅଞ୍ଚଳର…

ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର ନେଇ ମୁହଁ ଖୋଲିଲେ ପିସିସି ସଭାପତି

ଭୁବନେଶ୍ବର: ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର କରାଯିବା ପରେ ଆଜି ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସାମ୍ବାଦିକଙ୍କ ପ୍ରଶ୍ନରେ ସେ କିଏ କହି ପଚାରିଲେ ଭକ୍ତ ଦାସ । ସେ କିଏ, ମାତ୍ର ଗୋଟିଏ ଥର ବିଧାନସଭା ନିର୍ବାଚନ ଜିତିଛନ୍ତି । ନିଜ କଥା…

Op Sindoor: ଭାରତୀୟ ସେନା ପ୍ରଦର୍ଶନ କଲେ ତୁର୍କୀ ଡ୍ରୋନ୍;ଅପରେସନ୍ ସିନ୍ଦୁରରେ ହୋଇଥିଲା ଧ୍ବଂସ, ଦେଖନ୍ତୁ…

ନୂଆଦିଲ୍ଲୀ: ସୋମବାର ଦିନ ଭାରତୀୟ ସେନା ଏକ ଡ୍ରୋନକୁ ସର୍ବସାଧାରଣରେ ପ୍ରଦର୍ଶନ କରିଛି । ଭାରତୀୟ ସେନା ୫୪ତମ ବିଜୟ ଦିବସ ଉତ୍ସବରେ ତୁର୍କୀ ନିର୍ମିତ YIHA କାମିକାଜେ ଡ୍ରୋନ(Turkish kamikaze drone Yiiha)ପ୍ରଦର୍ଶନ କରିଥିଲା। ଏହି ଡ୍ରୋନକୁ ପାକିସ୍ତାନ ଅପରେସନ ସିନ୍ଦୂର ସମୟରେ…