Ukraine fires drones: ରୁଷ ଉପରେ ବଡ଼ ଧରଣର ଆକ୍ରମଣ; ୧,୦୦୦ରୁ ଅଧିକ ଡ୍ରୋନ୍ ମାଡ଼ କଲା ୟୁକ୍ରେନ
ନୂଆଦିଲ୍ଲୀ:ୟୁକ୍ରେନ୍ ଋଷ ଉପରକୁ ୧,୦୦୦ରୁ ଅଧିକ ଡ୍ରୋନ୍ ନିକ୍ଷେପ କରିଛି। ଋଷୀୟ ଅଧିକାରୀଙ୍କ ତଥ୍ୟ ଉପରେ ଆଧାରିତ 'ଆସୋସିଏଟେଡ୍ ପ୍ରେସ୍' (AP)ର ଏକ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ମସ୍କୋକୁ ମଧ୍ୟ ଟାର୍ଗେଟ୍ କରାଯାଇଥିଲା; ରାଜଧାନୀ ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣ ମଧ୍ୟରେ ଏହାକୁ…