SAFF Under-19 Women’s Championship: ଭାରତୀୟ ଦଳ ଭୁଟାନକୁ ୮ଗୋଲରେ ପରାସ୍ତ କରି ଫାଇନାଲରେ ମାରିଲା…
ନୂଆଦିଲ୍ଲୀ: ବୁଧବାର ଦିନ ପୋଖରା ରଙ୍ଗଶାଲା ଷ୍ଟାଡିୟମରେ ଭାରତୀୟ ୧୭ ବର୍ଷରୁ କମ୍ ମହିଳା ଦଳ ଭୁଟାନକୁ ୮-୦ ଗୋଲରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। ଏହି ମ୍ୟାଚରେ ଭାରତ ପକ୍ଷରୁ ପର୍ଲ ଫର୍ଣ୍ଣାଣ୍ଡିସ୍ (୧୬', ୩୯', ୪୧') ପ୍ରଥମାର୍ଦ୍ଧରେ ହ୍ୟାଟ୍ରିକ୍ ସ୍କୋର କରିଥିଲେ,ସେହିପରି…