Latest Odisha News

BREAKING NEWS

ରାହୁଲଙ୍କ ପରି ଭୋଟକୁ ପ୍ରସଙ୍ଗ କରିବ କି ବିଜେଡି !

ନୂଆଦିଲ୍ଲୀ: ନିର୍ବାଚନ ପରିଚାଳନାରେ ସ୍ବଚ୍ଛତାକୁ ନେଇ ଉଠୁଛି ପଡୁଛି ଦେଶ ରାଜନୀତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭୋଟ୍ ଚୋରି ପ୍ରସଙ୍ଗ ବିରୋଧୀ ଇଣ୍ଡିଆ ମେଣ୍ଟରେ ଜୋଶ ଭରିଛି। ପୁରୁଣା କଥା ଭୁଲି ଏକାଠି ହେଲେଣି ବିଭିନ୍ନ ଦଳର ନେତା। ମମତା ହୁଅନ୍ତୁ କି ଅଖିଳେଶ କିମ୍ବା…

କାହିଁକି କୁମ୍ଭୀରଙ୍କୁ ହତ୍ୟା କରୁଛନ୍ତି ନେତାନ୍ୟାହୁଙ୍କ ସେନା?, ସଫା କଲେଣି ୨୬୨ କୁମ୍ଭୀର….

ନୂଆଦିଲ୍ଲୀ: ଇସ୍ରାଏଲୀ ସେନା ଅଧିକୃତ ପଶ୍ଚିମ କୂଳରେ ଏକ ବେଆଇନ ବସତି, ପେଟଜେଲ୍ ନିକଟରେ ଏକ ଫାର୍ମରେ ୨୬୨ କୁମ୍ଭୀରଙ୍କୁ ହତ୍ୟା କରିଛି । ସାକ୍ଷୀଙ୍କ ଉଦ୍ଧୃତିରେ ମିଡିଲ୍ ଇଷ୍ଟ ଆଇରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସେନା ଏକ ହତ୍ୟା ଉପତ୍ୟକା ସୃଷ୍ଟି କରିଥିଲା, ଯେଉଁଥିରେ ସେ…

ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକ୍‌ଚରିଂ ୟୁନିଟ୍‌, କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକ୍‌ଚରିଂ ୟୁନିଟ୍‌। ଭୁବନେଶ୍ବରରେ ହେବ ସିଲିକନ୍‌ କାର୍ବାଇଟ୍‌ ସେମିକଣ୍ଡକ୍ଟର ୟୁନିଟ୍‌। ଥ୍ରି ଡି ଗ୍ଲାସ୍‌ ସେମିକଣ୍ଡକ୍ଟର ୟୁନିଟ୍‌ ମଧ୍ୟ ଭୁବନେଶ୍ବରରେ ପ୍ରତିଷ୍ଠା ହେବ। ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ…

ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ଘରୁ ବିପୁଳ ଟଙ୍କା ମିଳିବା ଘଟଣା, ୩ ଜଣିଆ ତଦନ୍ତ କିମିଟି ଗଠନ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ଘରୁ ବିପୁଳ ଟଙ୍କା ମିଳିବା ଘଟଣା। ୩ ଜଣିଆ ତଦନ୍ତ କିମିଟି ଗଠନ କଲେ ବାଚସ୍ପତି ଓମ୍‌ ବିର୍ଲା। କମିଟିରେ ଅଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରବିନ୍ଦ କୁମାର, ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମନୀନ୍ଦ୍ର ମୋହନ ଶ୍ରୀବାସ୍ତବ ଏବଂ…

ପାକିସ୍ତାନୀ ସେନା ମୁଖ୍ୟଙ୍କ ଉପରେ ରାଗିଗଲେ ଓୱେସି; କହିଲେ, ‘ଅସୀମ ମୁନିର ଜଣେ ‘ଷ୍ଟ୍ରିଟ୍…

ନୂଆଦିଲ୍ଲୀ: ଏଆଇଏମଆଇଏମ୍ ମୁଖ୍ୟ ଏବଂ ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସି ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କୁ କଡ଼ା ଟାର୍ଗେଟ କରିଛନ୍ତି । ଓୱେସି ଅସୀମ ମୁନିରଙ୍କୁ ଜଣେ 'ଷ୍ଟ୍ରିଟ୍ ମ୍ୟାନ' ବା ରାସ୍ତା କଡର ଲୋକ ବୋଲି ମଧ୍ୟ କହିଛନ୍ତି । ପାକିସ୍ତାନ ସେନା ମୁଖ୍ୟ ଅସୀମ…

ଆମେରିକା ଇସାରାରେ ପାକିସ୍ତାନ…ସମ୍ଭାଳିବ ତ ଚୀନ୍ ?

ନୂଆଦିଲ୍ଲୀ: ଚୀନର ସବୁଦିନିଆ ବନ୍ଧୁ ସାଜିଥିବା ପାକିସ୍ତାନ ଏବେ ଆମେରିକା ଇସାରାରେ ଚାଲିଛି। ଯେଉଁ ପାକିସ୍ତାନର ସେନା ଦିନେ ଆମେରିକାର ସବୁଠୁ ବଡ଼ ଶତ୍ରୁ ଲାଦେନକୁ ଲୁଚାଇ ରଖିଥିଲା, ସେଇ ଦେଶର ସେନା ମୁଖ୍ୟ ଏବେ ଟ୍ରମ୍ପଙ୍କ ଅତିଥୀ। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ପାକ୍…

ମୁନିର-ବିଲାୱାଲଙ୍କ ଧମକ ଫୁସ୍, ଏମିତି ଶୁଖିବ ପାକିସ୍ତାନ ତଣ୍ଟି…..

ନୂଆଦିଲ୍ଲୀ: ଏପ୍ରିଲ ମାସ ପରେ ବନ୍ଦ ହୋଇଥିବା ସିନ୍ଧୁ ଜଳ ଚୁକ୍ତି ଏବେ ପାକିସ୍ତାନର ତଣ୍ଟି ଶୁଖାଇବାକୁ ଲାଗିଲାଣି । ପାକିସ୍ତାନରୁ ଆମେରିକା ସବୁଠି ଏହାକୁ ନେଇ ଏବେ କାନ୍ଦୁଛି ପାକିସ୍ତାନ । ଔଷଧ ବଦଳରେ ତାଟିଆ କାମୁଡୁଛି । ଭାରତକୁ ଫମ୍ପା ଧମକ ପରେ ଧମକ ଦେଇଚାଲିଛି ।  ହେଲେ ଏବେ ଭାରତ…

ବିଜାପୁରରେ ସୁରକ୍ଷାବାହିନୀ-ମାଓବାଦୀ ମୁହାଁମୁହିଁ; ୨ ଯବାନ ଆହତ

ବିଜାପୁର: ଛତିଶଗଡ଼ ବସ୍ତର ଡିଭିଜନର ବିଜାପୁର ଜିଲ୍ଲାରେ ସୁରକ୍ଷାବାହିନୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଦୁଇ ଜଣ ସୁରକ୍ଷାବାହିନୀ ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ରାୟପୁର ଏୟାରଲିଫ୍ଟ କରାଯାଇ ମେଡିକାଲରେ ଭର୍ତ୍ତି…

ସ୍ୱାଧୀନତା ଦିବସ ୨୦୨୫: ଜାଣନ୍ତୁ କିଏ କେଉଁଠାରେ କରିବେ ଜାତୀୟ ପତାକା ଉତ୍ତୋଳନ…..

ଭୁବନେଶ୍ବର: ଆଉ ମାତ୍ର ଦୁଇଟା ଦିନ । ସ୍ବାଧୀନତାର ୭୯ ବର୍ଷର ସ୍ବାଦ ଚାଖିବେ ଦେଶବାସୀ । ଦିଲ୍ଲୀରୁ ପଲ୍ଲୀ, ପୁଣି ଗର୍ବର ସହିତ ଉଡିବ ତ୍ରିରଙ୍ଗା । ଏଥିପାଇଁ ଓଡିଶା ସରକାର ଆସନ୍ତା ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ଜିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ…

୩୫ ବର୍ଷ ପରେ…କାଶ୍ମୀର ପଣ୍ଡିତ ମହିଳାଙ୍କ ହତ୍ୟା ମାମଲାକୁ ନେଇ ୮ସ୍ଥାନରେ ଚଢାଉ

ଶ୍ରୀନଗର: ୧୯୯୦ ମସିହାରେ କାଶ୍ମୀର ପଣ୍ଡିତ ମହିଳାଙ୍କୁ ଅପହରଣ କରାଯାଇଥିଲା। ଅପହରଣ ପରେ ମହିଳାଙ୍କୁ ହତ୍ୟା କରାଯାଇଥିଲା। ସରଲା ଭଟ୍ଟଙ୍କ ଅପହରଣ ଏବଂ ହତ୍ୟା ମାମଲାରେ ରାଜ୍ୟ ତଦନ୍ତ ସଂସ୍ଥା (SIA) ମଙ୍ଗଳବାର ଦିନ ଶ୍ରୀନଗରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। SIA ଟିମ୍ ଶ୍ରୀନଗରର…