Latest Odisha News

BREAKING NEWS

Malkangiri Tension: ମାଲକାନଗିରି ହିଂସାରେ ଆଜି ଆଉ ୧୨ ଗିରଫ;ଗିରଫଦାରୀ ସଂଖ୍ୟା ୧୮କୁ ବୃଦ୍ଧି

ମାଲକାନଗିରି:ଆଜି ମାଲକାନଗିରି ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣାରେ ୧୨ଜଣ ଗିରଫ ହୋଇଛନ୍ତି । କାଲି ୬ଜଣ ଗିରଫ ହୋଇଥିଲେ । ଏବେ ଗିରଫଦାରୀ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ସୂଚନାଥାଉକି, ମାଲକାନଗିରିରେ ସୋମବାର ଦିନ ୧୨ଟା ଯାଏଁ ଇଣ୍ଟରନେଟ୍ କଟକଣା ବଳବତ୍ତର ରହିବ। ଏମ୍‌ଭି ୨୬ ଓ ରାଖେଲଗୁଡ଼ା…

Damodar Rout: ‘ପାରାଦୀପ ଓ କୁଜଙ୍ଗରେ ଦାମ ବାବୁଙ୍କ ଦୁଇଟି ପ୍ରତିମୂର୍ତ୍ତି ମୁଁ ତିଆରି କରିବି’

ପାରାଦୀପ:ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ ସ୍ବର୍ଗତ ଦାମ ରାଉତଙ୍କୁ ନେଇ କହିଲେ ବଡ କଥା । କହିଲେ ଦାମଙ୍କ ସହ ମୋର ବାପ-ପୁଅ ଭଳି ଅତି ନିବିଡ଼ ସମ୍ପର୍କ ଥିଲା । ଦାମ ବାବୁ ମୋତେ ପରିଚୟ ଦେଇଛନ୍ତି ତାଙ୍କ ପାଖରେ ମୁଁ ଚିର ଋଣୀ କହିଲେ ବାପି । ପାରାଦୀପ,କୁଜଙ୍ଗରେ ଆୟୋଜିତ…

ଟି୨୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଏକତରଫା ବିଜୟ

ଧର୍ମଶାଳା: ଏଠାରେ ଅନୁଷ୍ଠିତ ତଢତୀୟ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଏକତରଫା ବିଜୟ ହାସଲ କରିଛି । ୧୧୮ ରନର ଲକ୍ଷ୍ୟକୁ ଭାରତ ୧୫.୫ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ହାସଲ କରିଛି । ଅଭିଷେକ ଶର୍ମା ୧୮…

ଯାଜପୁରରେ ରାଜନୈତିକ ହିଂସା, ବହୁ ଆହତ

ଭୁବନେଶ୍ୱର: ଯାଜପୁରରେ ରାଜନୈତିକ ହିଂସାକାଣ୍ଡ। ବିଧାୟକ ହିମାଂଶୁ ଶେଖର ସାହୁ ଏବଂ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ସମର୍ଥକଙ୍କ ମଧ୍ୟରେ ପାନ୍ତୁରି ଗ୍ରାମସ୍ଥିତ ଫାର୍ମହାଉସ ନିକଟରେ ଘଟିଥିବା ହିଂସାତ୍ମକ ସଂଘର୍ଷ ପରେ ଧର୍ମଶାଳାରେ ମଧ୍ୟ ଉତ୍ତେଜନା ଦେଖାଦେଇଛି। ପ୍ରଣବ…

IED blast in Saranda forest: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ; ୨ଯବାନ ଆହତ

ରାଉରକେଲା:ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ରବିବାର ସନ୍ଧ୍ୟାରେ ସରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ, ନକ୍ସଲମାନେ ଖଞ୍ଜାଯାଇଥିବା ଏକ ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ସିଆରପିଏଫର କୋବ୍ରା…

ଗୋଆ ନାଇଟ୍‌ କ୍ଲବ ଅଘଟଣ; ପୁରୀରେ ଅଗ୍ନି ନିରାପତ୍ତା ଯାଞ୍ଚ ଜୋରଦାର…

ପୁରୀ: ଗୋଆର ନାଇଟ୍‌ କ୍ଲବ ଓ ଭୁବନେଶ୍ୱର ବାରରେ ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ପୁରୀରେ ଯାଞ୍ଚ ପକ୍ରିୟା ଆରମ୍ଭ ହୋଇଛି। ପୁରୀର ପ୍ରତ୍ୟେକ ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଯାଞ୍ଚ କରୁଛି ଅଗ୍ନିଶମ ବିଭାଗ। ଅଗ୍ନି ନିରାପତ୍ତା ନେଇ ପୁରୀ ଅଗ୍ନିଶମ…

ଆନ୍ତର୍ଜାତୀୟ ଟି୨୦ରେ ୧୦୦ ୱିକେଟ ନେଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟି୨୦ରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଆନ୍ତର୍ଜାତୀୟ ଟି୨୦ରେ ୧୦୦ ୱିକେଟ ନେବାର ଗୌରବ ଅର୍ଜନ କରିଛନ୍ତି । ୧୦୦ ୱିକେଟ ଓ ୧୦୦୦ ରନ କରିବାରେ ସେ ଭାରତର ପ୍ରଥମ ଏବଂ ବିଶ୍ୱର…

Terror attack at Sydney:ଇହୁଦୀ ପର୍ବ ପାଳନ ବେଳେ ଆତଙ୍କବାଦୀ ଆକ୍ରମଣ; ଭାରତ ଦୃଢ଼ ନିନ୍ଦା କରିବା ସହ…

ନୂଆଦିଲ୍ଲୀ:ରବିବାର ସିଡନୀର ପ୍ରସିଦ୍ଧ ବଣ୍ଡି ବିଚ୍‌ରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ଏହି ଆତଙ୍କବାଦୀ ଆକ୍ରମଣ ଇହୁଦୀ ସମ୍ପ୍ରଦାୟର ହନୁକା ଉତ୍ସବ ସମୟରେ ଘଟିଥିଲା। ଦୁଇଜଣ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିଚାଳନା କରିଥିଲେ , ଫଳରେ ଅତିକମ୍ ରେ ୧୧ ଜଣ ଲୋକ ପ୍ରାଣ ହରାଇଛନ୍ତି । ଅନେକ ଆହତ…

Messi’s ‘Messy’ Event: କୋଲକାତା ଷ୍ଟାଡିୟମରେ ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଆୟୋଜକ ବନ୍ଧା… 

କୋଲକାତା: ଶନିବାର ଅପରାହ୍ନରେ ସଲ୍ଟ ଲେକ୍ ଷ୍ଟାଡିୟମରେ କିମ୍ବଦନ୍ତୀ ଫୁଟବଲର ଲିଓନେଲ ମେସିଙ୍କୁ ଦେଖିବା ପାଇଁ ଲୋକମାନେ ୧୪୦୦୦ ଟଙ୍କା ଦେଇ ଟିକେଟ୍ କିଣିଥିଲେ। କିନ୍ତୁ ମେସି ପଡ଼ିଆରେ ପ୍ରବେଶ କରିବା ମାତ୍ରେ ଅନେକ ରାଜନେତା, ଅଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଘେରି…

୧୯ ବର୍ଷରୁ କମ ଏସିଆ କପ: ପାକିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ: ଚଳିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ୯୦ ରନରେ ପାକିସ୍ତାନକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୪୦ ରନ ସଂଗ୍ରହ କରିଥିଲା । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଏରୋନ ଜର୍ଜ ୮୮ ରନରେ ୮୫ ରନ କରି ଭାରତକୁ ଏକ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ ।…