କଟକରେ ନବବଧୂଙ୍କୁ ହତ୍ୟା ଅଭିଯୋଗ, ନ୍ୟାୟ ଦାବି କଲେ ପରିବାର
କଟକ: ବିବାହର ମାତ୍ର ତିନି ସପ୍ତାହ ପରେ କଟକ ଜିଲ୍ଲାର ନେମାଳ ଅଞ୍ଚଳର ଏକ ଗାଁରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
କଟକ ଜିଲ୍ଲାର ଅଧୀନସ୍ଥ ସହଦେବପୁର ଗାଁରେ ଏହି ଘଟଣା ଘଟିଛି। ଯାହା ପରେ ସ୍ୱାମୀ ଫେରାର ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ାର…