India-Pakistan clash in Asia Cup: ସୁପର ସଣ୍ଡେରେ ପୁଣି ମଇଦାନକୁ ଓହ୍ଲାଇବେ ଭାରତ-ପାକିସ୍ତାନ, ମାତ୍ ଦେବାକୁ…
ନୂଆଦିଲ୍ଲୀ: ସେପ୍ଟେମ୍ବର ୧୪ର ବିବାଦ ପରେ ପୁଣି ମଇଦାନରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଶେଷ ସାକ୍ଷାତର ମାତ୍ର ଆଠ ଦିନ ପରେ ଏସିଆ କପରେ ଆଉ ଏକ ଭାରତ-ପାକିସ୍ତାନ ମୁକାବିଲା ଆଜି ସୁପର ସଣ୍ଡେରେ ହେବାକୁ ଯାଉଛି । ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ପାଇଁ ଉତ୍ତେଜନାପୂର୍ଣ୍ଣ…