Latest Odisha News

BREAKING NEWS

ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ ; ମାଗଣା ପରିବହନ…

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରୁ ଜଣାଯାଇଛିଯେ, ପ୍ରଥମ ପର୍ଯ୍ୟାୟରେ ୮୩୫ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ। ଏହି ବିଦ୍ୟାଳୟ ଗୁଡିକ ରାଜ୍ୟର ଉଚ୍ଚ…

ରାଜ୍ୟରେ ହେବ ୧୧ଟି ନୂଆ ଏଡିଜେ କୋର୍ଟ

ଭୁବନେଶ୍ୱର: ଓଡ଼ିଶା ସରକାର ୧୧ଟି ଅତିରିକ୍ତ ଜିଲ୍ଲା ଜଜ୍ (ଏଡିଜେ) କୋର୍ଟ ପ୍ରତିଷ୍ଠା ପାଇଁ ସୋମବାର ଦିନ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିମଧ୍ୟରୁ ୩ଟି ହେଉଛି ବିଭିନ୍ନ ଜିଲ୍ଲାରେ ଏଡିଜେ (ଭିଜିଲାନ୍ସ) କୋର୍ଟ। ଆଇନ ବିଭାଗ ପୁରୀ, ନୟାଗଡ ଏବଂ କେନ୍ଦ୍ରାପଡା ଜିଲ୍ଲାରେ ଏହି ଭିଜିଲାନ୍ସ…

‘ଭାରତ ଉପରେ ଅଧିକ ଟାରିଫ୍ ଲଗାଇବି’,ଋଷରୁ ତେଲ କିଣିବା ନେଇ ପୁଣି ଧମକ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତକୁ ଟାରିଫ୍ ଧମକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ଋଷରୁ ‘ପ୍ରଚୁର ପରିମାଣରେ’ ତେଲ କିଣୁଥିବା ଅଭିଯୋଗ କରି ଭାରତ ବିରୋଧରେ ଟାରିଫ୍‌ (ଶୁଳ୍କ) ବୃଦ୍ଧି କରିବାକୁ ଧମକ ଦେଇଛନ୍ତି। ଟ୍ରମ୍ପ…

ପ୍ରଧାନଶିକ୍ଷକ ମୁସଲିମ ବୋଲି ସ୍କୁଲ ଟାଙ୍କିରେ ବିଷ ମିଶାଇଦେଲେ…

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲଗାମରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଏକ ସରକାରୀ ସ୍କୁଲର ମୁସଲିମ ପ୍ରଧାନ ଶିକ୍ଷକଙ୍କୁ ହଟାଇବା ପାଇଁ ଦୁର୍ବୃତ୍ତମାନେ ପାଣି ଟାଙ୍କିରେ ବିଷ ମିଶାଇ ଦେଇଥିଲେ। ୧୪ ଜୁଲାଇରେ ଘଟିଥିବା ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଯେଉଁଥିରେ ଶ୍ରୀ ରାମ…

ରେକର୍ଡ ଭାଙ୍ଗୁଛି ‘ସୟାରା’; ଆୟରେ ୩୦୦ କୋଟି ଟପିଲା 

ମୁମ୍ବାଇ: ମୋହିତ ସୁରୀଙ୍କ ନିର୍ଦ୍ଦେଶିତ "ସୟାରା" ବକ୍ସ ଅଫିସରେ ଧମାଲ କରୁଛି। ଫିଲ୍ମ ରିଲିଜ ହେବାର ୧୭ ଦିନ ବିତିଗଲାଣି କିନ୍ତୁ ଏହାର ରୋଜଗାର କମୁନାହିଁ। ଆହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ଅଭିନୟ ଯାଦୁ ଲୋକଙ୍କୁ ଛୁଇଁପାରିଛି। ସପ୍ତାହାନ୍ତରେ ସୟାରା ଆୟରେ ଏକ ବଡ଼ ବୃଦ୍ଧି ଘଟିଛି।…

ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୭ ହଜାରରୁ ଅଧିକ ହିତାଧିକାରୀଙ୍କୁ ଗୃହ ପ୍ରଦାନ

ଭୁବନେଶ୍ୱର: ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ନେତୃତ୍ୱରେ ଓଡ଼ିଶା ସରକାର ରାଜ୍ୟ ସାରା ୫୭୩୦୮ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା (ଏଜିଜେ) ଅଧୀନରେ ପ୍ରଥମ କିସ୍ତି ସହାୟତା ପ୍ରଦାନ କରିଛନ୍ତି। ଏଜିଜେ ପୋର୍ଟାଲ୍ ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ…

ଏଣିକି ପାରାଙ୍କୁ ରାସ୍ତାରେ ଦେଇପାରିବେନି ଖାଦ୍ୟ.. 

ମୁମ୍ବାଇ: ଏଣିକି ପାରାଙ୍କୁ ରାସ୍ତାରେ ଖାଦ୍ୟ ଦେବାକୁ ବମ୍ବେ ହାଇକୋର୍ଟ ନିଷେଧ କରିବା ସତ୍ତ୍ୱେ ମଧ୍ୟ ଅନେକ ଏହାକୁ ଅବମାନନା କରୁଛନ୍ତି। ସେହିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୋର୍ଟ ଜୁଲାଇ ୩୧ ରେ ବିଏମସିକୁ ନିର୍ଦ୍ଦେଶ ଦେବା ପରେ ମହାରାଷ୍ଟ୍ର ସରକାର ମଧ୍ୟ…

ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ବଡ ଆଶ୍ବସ୍ତି

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ନେତା ଏବଂ ପୂର୍ବତନ ପୂର୍ତ୍ତ (ପିଡବ୍ଲୁଡି) ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ସୋମବାର ଦିଲ୍ଲୀର ଏକ କୋର୍ଟ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଦୁର୍ନୀତି ମାମଲା ବନ୍ଦ କରିଦେଇଛନ୍ତି । ଏହି ମାମଲା ନିୟମ ବିରୁଦ୍ଧରେ…

ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ୍‌ କ୍ୟାମେରା; ଗୁଜରାଟର ଭକ୍ତ ଅଟକ

ପୁରୀ:ଶ୍ରୀମନ୍ଦିର ଭିତରୁ ପୁଣି ଜବତ ହେଲା ସ୍ପାଏ କ୍ୟାମେରା । କୀର୍ତ୍ତନଚକଡ଼ା ନିକଟରୁ ଧରାପଡ଼ିଲା ହିଡେନ୍‌ କ୍ୟାମେରା । ଆଜି ଶ୍ରୀମନ୍ଦିର ଭିତରୁ ସ୍ପାଏ କ୍ୟାମେରା ଜବତ କରିବା ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି ସିଂହଦ୍ଵାର ଥାନା ପୋଲିସ । ଅଟକ ବ୍ୟକ୍ତି ଜଣକ ଗୁଜରାଟର ଜଣେ ଭକ୍ତ…

ଅଧିକ ଭାବୁଛନ୍ତି ଭାରତୀୟ; ରିପୋର୍ଟରେ ଖୁଲାସା…

ନୂଆଦିଲ୍ଲୀ: ଆଜିକାଲିର ସମାଜ ଏପରି ହୋଇଗଲାଣି ଯେଉଁଠାରେ କୌଣସି ଛୋଟ ଛୋଟ ନିଷ୍ପତ୍ତି ନେବାକୁ ହେଲେ ମଧ୍ୟ ମଣିଷକୁ ଅନେକ ଥର ଭାବିବାକୁ ପଡ଼ିଥାଏ। କାରଣ ପ୍ରତ୍ୟେକ ନିଷ୍ପତ୍ତି ଉପଯୁକ୍ତ ବିଚାର ପରେ ନିଆଯାଇଥାଏ। କିନ୍ତୁ କୌଣସି କାରଣ ନଥାଇ ଯଦି କେହି କିଛି ଜିନିଷକୁ ନେଇ ଅଧିକ ଚିନ୍ତା…