ଇରାନରେ ଉତ୍ତେଜନା; ଟ୍ରାଭେଲ ଆଡଭାଇଜାରି ଜାରି, ବିମାନ ସେବା ବାତିଲ କଲା ଇଣ୍ଡିଗୋ
ନୂଆଦିଲ୍ଲୀ: ଇରାନରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇଣ୍ଡିଗୋ ଅନେକ ଉଡ଼ାଣ ବାତିଲ କରିଛି। ତେବେ ଇଣ୍ଡିଗୋ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ସେୟାର କରି ଏନେଇ ସୂଚନା ଦେଇଛି।
ଯେଉଁଥିରେ ତ୍ବିଲିସି, ଆଲମାଟି, ବାକୁ ଏବଂ ତାସକେଣ୍ଟକୁ ଉଡ଼ାଣ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ…