F-16 ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ସୁରକ୍ଷିତ
ୱାଶିଂଟନ: ଏକ ଆମେରିକୀୟ F-16 ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ଦିନ ମିଚିଗାନର ଗ୍ରାମାଞ୍ଚଳରେ F-16 ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଯଦିଓ ପାଇଲଟ୍ ସୁରକ୍ଷିତ ଭାବରେ ବାହାରକୁ ବାହାରିବାରେ ସଫଳ ହୋଇଥିଲେ କିନ୍ତୁ ବିମାନର ଭଗ୍ନାବଶେଷ ବାୟୁରେ ଧୂଆଁର ଦେଖାଦେଇଥିଲା। ବାୟୁ…