ପୁଣି ଅଡୁଆରେ ଅନିଲ ଅମ୍ବାନୀ, ଲୋନ୍ ଠକେଇ ମାମଲାରେ ବ୍ୟାଙ୍କକୁ ଚିଠି ଲେଖି ସ୍ପଷ୍ଟୀକରଣ ମାଗିଲା ଇଡି
ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପୁଣି ଅଡୁଆରେ ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଏବଂ ଏମଡି ଅନିଲ ଅମ୍ବାନୀ। ତାଙ୍କୁ ସମନ କରିବା ପରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏବେ କିଛି ବ୍ୟାଙ୍କର୍ଙ୍କୁ ପଚରାଉଚରା ପାଇଁ ଡାକିପାରେ। ୧୭ ହଜାର କୋଟି ଟଙ୍କା ଲୋନ୍ ଠକେଇ ମାମଲାରେ ପ୍ରବର୍ତ୍ତନ…