Congress MPs voted for NDA’s Veep: ‘ରେବନ୍ତ ରେଡ୍ଡିଙ୍କ ଇଙ୍ଗିତରେ ରାଧାକ୍ରିଷ୍ଣନଙ୍କୁ ଭୋଟ ଦେଇଥିଲେ…
ନୂଆଦିଲ୍ଲୀ: ବିଆରଏସ (ଭାରତ ରାଷ୍ଟ୍ର ସମିତି) ବିଧାୟକ ପଦୀ କୌଶିକ ରେଡ୍ଡୀ ମଙ୍ଗଳବାର ଦିନ ହାଇଦ୍ରାବାଦର ତେଲେଙ୍ଗାନା ଭବନରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିବା ସମୟରେ ଏକ ବଡ଼ ଚାଞ୍ଚଲ୍ୟକର ଦାବି କରିଛନ୍ତି । ଯାହା ଏବେ ନୂଆ ରାଜନୈତିକ ବିବାଦ ସୃଷ୍ଟି କରିଛି । ସେ ତେଲେଙ୍ଗାନା…