କଳିଙ୍ଗା ଘାଟିରେ ଭୂସ୍ଖଳନ; ଯାତାୟତ ଠପ୍
ଫୁଲବାଣୀ: କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ମଙ୍ଗଳବାର ଦିନ ଏକ ବଡ଼ ଭୂସ୍ଖଳନ ଘଟି ବିଜୟୱାଡା-ରାଞ୍ଚି ଜାତୀୟ ରାଜପଥ (NH-167) ରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ଅନ୍ଧାରକୋଟ ନିକଟରେ ଅପରାହ୍ନରେ ଏହି ଘଟଣା…